ଆସନ୍ତାକାଲି ନୂଆ ଓଡିଶା ଯୁବ ଓଡିଶାର ମେଗା କାର୍ଯ୍ୟକ୍ରମ,ଯୋଗ ଦେବେ ୧୦ ହଜାର କଲେଜ ଛାତ୍ରଛାତ୍ରୀ

ସୁବର୍ଣ୍ଣପୁର : ଆଜି ସୋନପୁରର ଶ୍ରୀ ରାମେଶ୍ୱର ଷ୍ଟାଡିୟମଠାରେ ନୂଆ ଓଡିଶା ଯୁବ ଓଡିଶାର ମହୋତ୍ସବ ପାଇଁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଏସପି ଅମରେଶ ପଣ୍ଡା, ଏଡିଏମ୍‌ ସୂର୍ଯ୍ୟ
Read More...

କୂଅରେ ପଡି ଶିଶୁକନ୍ୟା ମୃତ

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସୋରଡ଼ାର ଗଉଡସାହି ଗ୍ରାମର ହିତିକୃଷ୍ଣ ନାୟକଙ୍କ ନାତୁଣୀ କୂଅରେ ପଡ଼ି ମୃତ୍ୟୁବରଣ କରିଛି । ସୂଚନା ଥାଉକି ହିତିକୃଷ୍ଣଙ୍କ ଝିଅ ନିଳେନ୍ଦ୍ରୀ ତିନିବର୍ଷ ତଳେ ସରଣକୁଳ ଆଙ୍ଗିଶୀଙ୍ଗି ଗ୍ରାମର ପ୍ରଭାତ କୁମାର ନାହକଙ୍କ ସହିତ ବାହାଘର ହୋଇଥିଲା
Read More...

ଋଷିଗାଁ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

ଭବାନୀପାଟଣା: ରିଷିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ମହାସମାରୋହରେ ଉଦଯାପିତ ହେଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି କ୍ରୀଡାର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଚାରୀ ଶବର ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ମହେନ୍ଦ୍ର
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଜଣେ ମୃତ,ଜଣେ ଗୁରୁତର

ଦଶପଲ୍ଲା : ଦିନକୁ ଦିନ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଯାତ୍ରୀଙ୍କ ପାଇଁ ପାଲଟିଛି ମରଣଯନ୍ତା । ପ୍ରତିଦିନ ଏହି ଜାତୀୟ ରାଜପଥର ଦଶପଲ୍ଲାଠାରୁ ବାଣିଗୋଛା ମଧ୍ୟରେ ଛୋଟ ବଡ ଦୁର୍ଘଟଣା ଘଟୁଥିଲାବେଳେ ଆଜି ଦଶପଲ୍ଲା ଥାନା ଅନ୍ତର୍ଗତ ବୁଗୁଡା ଟାକରା ମଧ୍ୟସ୍ଥଳ ଖରଡାପିଟା ଘାଟି
Read More...

ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ

ପୁରୀ: ଛାତ୍ରଛାତ୍ରୀମାନେ ଗଠନମୂଳକ ଓ ସୃଜନଶୀଳ କାର୍ଯ୍ୟରେ ନିୟୋଜିତ କଲେ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି ହେବ ବୋଲି ବିଶିଷ୍ଟ ବକ୍ତା ମତ ପ୍ରକାଶ କରିଛନ୍ତି ।ସୁରଜମଲ ସାହା ମହାବିଦ୍ୟାଳୟରେ ଅନୁଷ୍ଠିତ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଉଦଘାଟନ କରି
Read More...

୪ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ଜବତ ଗଂଜେଇ ଦିଲ୍ଳୀକୁ ହୋଇଥାନ୍ତା ଚୋରା ଚାଲାଣ

ରାୟଗଡା: ରାୟଗଡା ଅବକାରୀ ଜିଲ୍ଳାରେ ଗଂଜେଇ ଭଳି ନିଶାଦ୍ରବ୍ୟର ଅବାଧ ଚୋରା ଚାଲାଣକୁ ରୋକିବା ପାଇଁ ଜିଲ୍ଳା ଅବକାରୀ ବିଭାଗ ସବୁବେଳେ ତତ୍ପରତା ଦେଖାଇ ଆସୁଛି । ଫଳରେ ଅନେକ ସମୟରେ ରାୟଗଡା ଜିଲ୍ଳାରୁ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ଲକ୍ଷାଧିକ ଟଙ୍କାର ଗଂଜେଇକୁ ଜବତ କରିବାରେ ଏବଂ
Read More...

ଏବିଭିପିର ରାଷ୍ଟ୍ରୀୟ ସମ୍ପାଦକ ବୁଦ୍ଧଦେବଙ୍କୁ କଳାହାଣ୍ଡିରେ ସ୍ୱାଗତ

ଭବାନୀପାଟଣା: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୬୯ ତମ ରାଷ୍ଟ୍ରୀୟ ଅଧିବେଶନ ଏକ ରେକର୍ଡ ସ୍ଥାପନ କରି ୮୫୦୦ ଛାତ୍ରଛାତ୍ରୀ ଏବଂ ୧୫ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଓ ଓଡିଶାରୁ ୨୩୮ ବିଦ୍ୟାର୍ଥୀ ଏକତ୍ରିତ ହୋଇ ବନ୍ଦେ ମାତାରାମ ଗାଇଥିଲେ । ଏବିଭିପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଯାଜ୍ଞବଲ୍କ
Read More...

ବ୍ଲକ ସ୍ତରୀୟ ଗ୍ରାମାଞ୍ଚଳ ଫୁଟବଲ ପ୍ରତିଯୋଗିତା

ଚମ୍ପୁଆ: ଚମ୍ପୁଆ ବ୍ଲକ ଅନ୍ତର୍ଗତ ୨୨ ଗୋଟି ପଂଚାୟତର ୩୩ ଗୋଟି ଫୁଟବଲ ଦଳକୁ ନେଇ ବ୍ଲକ ସ୍ତରୀୟ ଗ୍ରାମାଂଚଳ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଖେଳ ପ୍ରତିଭା ମାନଙ୍କୁ ଆଗକୁ ଆଣିବା ନେଇ ନୂଆ ଓଡିଶା ସ୍ପୋର୍ଟ୍ସ ଏଣ୍ଡ ଗେମ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାକୁ ଉପଜିଲାପାଳ
Read More...

ଖଡ଼ିଆଳଠାରେ ଏଡିଜେ କୋର୍ଟ ସ୍ଥାପନ ଦାବିରେ ବନ୍ଦ ପାଳନ

ନୂଆପଡ଼ା : ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଏଡିଜେ କୋର୍ଟ ସ୍ଥାପନ ଦାବିରେ ମିଳିତ ନାଗରିକ ମଞ୍ଚ ପକ୍ଷରୁ ଖଡ଼ିଆଳ ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ଖଡ଼ିଆଳ, ବୋଡେନ, ସିନାପାଲି ବ୍ଲକ ଓ ଖଡ଼ିଆଳ ଏନ୍‌ଏସି ଅଞ୍ଚଳ ଆଦି ବନ୍ଦ ରହିଛି । ଆନ୍ଦୋଳନକାରୀ ମାନେ ରାସ୍ତା ଅବରୋଧ କରି ନାରାବାଜି କରିଛନ୍ତି
Read More...

ରାଜସ୍ୱ ବିଭାଗ ଦ୍ୱାରା ବାଲି ଓ ଚିପ୍ସ୍‌ ବୋଝେଇ ଗାଡି ଜବତ

ଚମ୍ପୁଆ: ଚମ୍ପୁଆ ତହସିଲଦାର ଧର୍ମେନ୍ଦ୍ର ଶତପଥିଙ୍କ ନିର୍ଦ୍ଦେଶକ୍ରମେ ଆଜି ଅତିରିକ୍ତ ତହସିଲଦାର ପ୍ରତିକ୍ଷା ପ୍ରିୟଦର୍ଶନି ଓ ରାଜସ୍ୱ ନୀରିକ୍ଷକ ସମ୍ପଦ କୁମାର ପ୍ରଧାନ ବିଭିନ୍ନ ସ୍ଥାନରେ ଚଢଉ କରି ଟ୍ରାଂଜିଟ ପାସ ନଥିବା ୩ ଗୋଟି ହାଇୱା ଓ ୨ ଗୋଟି ଟ୍ରାକ୍ଟରକୁ ଜବତ କରିଥିବା ଜଣାଯାଇଛି ।
Read More...