ଚୀନରେ ନାମକଲେ ଓଡ଼ିଶାର ଉଦୀୟମାନ ବ୍ୟାଡ୍‌ମିଣ୍ଟନ ତାରକା

ଚୀନ : ବ୍ୟାଡ୍‌ମିଣ୍ଟନ ତାରକା ତନ୍ବୀ ପତ୍ରୀ ଇତିହାସ ରଚିଛନ୍ତି। ପ୍ରଥମ ଓଡ଼ିଆ ତଥା ତୃତୀୟ ଭାରତୀୟ ଭାବେ ତନ୍ବୀ ଏସୀୟ ଜୁନିୟର ବ୍ୟାଡ୍‌ମିଣ୍ଟନ ଚମ୍ପିଆନସିପର ୧୫ ବର୍ଷରୁ କମ୍‌ ମହିଳା ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ତନ୍ବୀ ଓଡିଶା ବାଲେଶ୍ୱରର ୧୩ବର୍ଷୀୟ ଝିଅ ଅଟନ୍ତି I ସେ
Read More...

ଜନ ଶୁଣାଣି ଶିବିରରେ ୨ ହଜାର ଅଭିଯୋଗ ପଞ୍ଜୀକୃତ

ଆଠଗଡ : କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଆଠଗଡରେ ଅନୁଷ୍ଠିତ ହୋଇଥିବାର ସୂଚନା ମିଳିଛି। ସ୍ଥାନୀୟ ସାପୁଆ ସେତୁ ନିକଟ ବିଜେପି କାର୍ଯ୍ୟାଳୟରେ ଦିବା ୧୧ଟାରୁ ଆରମ୍ଭ ହୋଇଥିବା ଏହି ଶିବିରରେ ବିଜେପି ବିଧାୟକ ପ୍ରାର୍ଥୀ ଅଭୟ କୁମାର ବାରିକ ଓ କଟକ ଜିଲ୍ଲା
Read More...

ଜିଲ୍ଲା ସ୍ତରୀୟ ଗ୍ରାମପଞ୍ଚାୟତ ପିଅନ ସଙ୍ଘର ବୈଠକ

ଦେବଗଡ : ତିଲେଇବଣି ବ୍ଳକ ବଣିଆକିଲିଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଆଜି ଦେବଗଡ ଜିଲ୍ଲା ସ୍ତରୀୟ ଗ୍ରାମପଞ୍ଚାୟତ ପିଅନ ସଙ୍ଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସଭାପତି ବୈକୁଣ୍ଠ କିସାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ୮ ଦଫା ଦାବି ଉପରେ ଆଲୋଚନା କରାଯାଇଥିଲା । ଏଥିସହ
Read More...

ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମ ନୀତି ପାଳିତ

ପୁରୀ : ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି କୃଷ୍ଣ ଜନ୍ମ ନୀତି। ଆଜିଠାରୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆରମ୍ଭ ହୋଇ କଂସ ବଦ୍ଧ ପର୍ଯ୍ୟନ୍ତ ଶ୍ରୀକୃଷ୍ଣ ଲୀଳା ମଧ୍ୟ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ଶ୍ରୀଜଗନ୍ନାଥଙ୍କ ଠାରୁ ହିଁ କୃଷ୍ଣ ଓ ରାମ ଆଦି ଅବତାର ଜନ୍ମ ନେଇଥାନ୍ତି। ଶ୍ରୀମନ୍ଦିର
Read More...

ଆସନ୍ତାକାଲି ଜନ୍ମାଷ୍ଟମୀ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପ୍ରସ୍ତୁତି

ପୁରୀ: ଆସନ୍ତାକାଲି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅର୍ଥାତ ପବିତ୍ର ଜନ୍ମାଷ୍ଟମୀ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ । ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସଂଧ୍ୟା ଆଳତି ସମୟରେ ଠାକୁରଙ୍କୁ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯିବ । ସଂଧ୍ୟାଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ ।
Read More...

୧୮ତମ ରାଜ୍ୟ ସୋତୋକାନ କରାଟେ ପ୍ରତିଯୋଗିତା ଓ ପ୍ରଶିକ୍ଷିଣ ଶିବିର

ପୁରୀ:୧୮ ତମ ରାଜ୍ୟ ସୋତୋକାନ କରାଟେ ପ୍ରତିଯୋଗିତା ରେଳବାଇ କଲ୍ୟାଣ ମଣ୍ଡପ ଠାରେ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗଦେଇ କହିଲେ ଯେ ଇଚ୍ଛାଶକ୍ତି ଓ ଅଭ୍ୟାସ ବଳରେ ସଫଳତା ଆସିପାରିବ । ଆତ୍ମରକ୍ଷା ପାଇଁ କରାଟେର ଆବଶ୍ୟକତା ରହିଛି । ଏଥିରେ
Read More...

ଅକାଳରେ ଚାଲିଯାଉଛି ଜୀବନ

ଏବେ ବଦଳିଛି ସରକାର, ଆଉ ବଦଳିଛି ସରକାରୀ କଳ ; ହେଲେ ବଦଳି ପାରୁନି ସ୍ଥାନୀୟ ପ୍ରଶାସନ l ରସୁଲପୁର : ସରକାରୀ ବାବୁ ମାନଙ୍କ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଥିବା ବେଳେ ମୁନଫା ଖୋର ଅଫିସରଙ୍କ ମାର୍ଫତଦାରୀରେ ଚାଲୁଥିବା ବେଆଇନ ବାଲିଘାଟ ପାଇଁ ଅକାଳରେ ଚାଲିଯାଉଛି
Read More...

୧୨୦ରୁ ଅଧିକ ସ୍ୱାସ୍ଥ୍ୟଶିବିରର ଆୟୋଜନ

ମଇ ୨୦୨୪ରେ ମୋବାଇଲ ହେଲଥ ୟୁନିଟର ଶୁଭାରମ୍ଭ ପରଠାରୁ ବେଦାନ୍ତ ୩୩୦୦ରୁ ଅଧିକ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାର ଦେଶରେ ସ୍ୱାସ୍ଥ୍ୟସେବା ପ୍ରଦାନ କରିଛ ସିଜିମାଲି : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ରାୟଗଡ଼ା ଜିଲ୍ଲାର ସିଜିମାଳି ଖଣି ଚାରିପାଖରେ ଥିବା
Read More...

ଶ୍ରୀଜିଉଙ୍କ ରାହୁ ରେଖା ଲାଗି ନୀତି

୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ I ପୁରୀ : ଆଜି ପବିତ୍ର ଭାଦ୍ରବ ମାସ କୃଷ୍ନପକ୍ଷ ପଞ୍ଚମୀ ତିଥି ଅର୍ଥାତ୍ ରେଖାପଞ୍ଚମୀ। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା। ଶ୍ରୀଜିଉଙ୍କ ଶ୍ରୀମୁଖ ସରସ ଓ ସୁନ୍ଦର ଦେଖାଯିବା ପାଇଁ ସୁନା ଲାଗିଥିବା ପଟିରେ
Read More...

ସୁଭଦ୍ରା ଯୋଜନାର ଏସଓପି ଘୋଷଣା

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ପ୍ରତିଶୃତି ଦେଇ ରାଜ୍ୟରେ କ୍ଷମତାକୁ ଆସିଥିବା ଭାଜପା ସରକାର ଏହି ଯୋଜନାର ଏସଓପି ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଏସଓପି ଘୋଷଣା କରିଛନ୍ତି, ଏହି ଯୋଜନା ଅଧୀନରେ ୨୧ରୁ ୬୦ ବର୍ଷର
Read More...