ଜଙ୍ଗଲ ଜିଲାପି ରହିଛି ଚମତ୍କାରୀ ସ୍ୱାସ୍ଥ୍ୟ ଉପକାରିତା
ମିଠା ଦୋକାନରେ ମିଳୁଥିବା ଜିଲାପି ସହିତ ଆମେ ସମସ୍ତେ ପରିଚିତ। କିନ୍ତୁ ଆପଣ କେବେ ଗଛରେ ଫଳୁଥିବା ଜିଲାପି ବିଷୟରେ ଶୁଣିଛନ୍ତି କି? ଏହାକୁ ଜଙ୍ଗଲ ଜିଲାପି କୁହାଯାଏ। ଏହା କେବଳ ସ୍ୱାଦିଷ୍ଟ ନୁହେଁ, ବରଂ ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଭାରତ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ମିଳୁଥିବା!-->…
Read More...
Read More...