ଝାଡ଼ଖଣ୍ଡରେ ପ୍ରଚାର କରିବେ ମୋହନ ମାଝୀ

ଭୁବନେଶ୍ୱର: ଆଜି ଝାଡ଼ଖଣ୍ଡରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଘାଟସିଲା ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ମୋହନ। ଭାଜପା ପ୍ରାର୍ଥୀ ବାବୁଲାଲ ସୋରେନଙ୍କ ପାଇଁ ପ୍ରଚାର କରିବେ। ଆୟୋଜିତ ୨ଟି ଜନସଭାକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ।
Read More...

ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ

ଭୁବନେଶ୍ବର: ଓଡ଼ିଶା ପ୍ରତିଷ୍ଠିତ ବ୍ୟାବସାୟିକ ସଂସ୍ଥା ଉତ୍କଳ ବିଲ୍‌ଡର୍ସ କାର୍ଯ୍ୟାଳୟରେ ଆୟକର ଚଢ଼ାଉ ଜାରି ରହିଛି। ଆଜି ଭୋର୍ ୪ଟା ବେଳେ ହଠାତ୍ ଆୟକର ଟିମ୍ ଭୁବନେଶ୍ବର ସହିଦନଗର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଚଢ଼ାଉ ଆରମ୍ଭ କରିଥିଲେ। ଏଥିସହ ୧୪ଟି ସ୍ଥାନରେ ଚାଲିଛି
Read More...

କିଡନୀ ରୋଗରେ ଆକ୍ରାନ୍ତ ଶିକ୍ଷକଙ୍କ ମୃତ୍ୟୁ

ଗଣିଆ : ଗଣିଆରେ କିଡନୀ ରୋଗୀଂକ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗଣିଆରେ ୮ଟି ପଞ୍ଚାୟତରେ ୭୧ ଜଣ କିଡନୀ ରୋଗୀ ଚିକତ୍ସିତ ହେଉଛନ୍ତି । ତେବେ ଶୁକ୍ରବାର କିଡନୀ ରୋଗରେ ଆକ୍ରାନ୍ତ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଗଣିଆ ବ୍ଳକର ଧୁଆଁମଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ
Read More...

ଏଣିକି ଯାତ୍ରୀବାହୀ ବସ୍‌ରେ ଫାୟାର୍ ସେଫ୍ଟି ସିଷ୍ଟମ୍ ବାଧ୍ୟତାମୂଳକ

ଭୁବନେଶ୍ୱର: ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶରେ ସମ୍ପ୍ରତି ବସ୍ ଅଗ୍ନିକାଣ୍ଡରେ ଜୀବନହାନି ପରେ ଓଡ଼ିଶା ସରକାର ଅକ୍ଟୋବର ୨୦୨୫ ପରେ ରେଜିଷ୍ଟର୍ ହେଉଥିବା ସମସ୍ତ ଯାତ୍ରୀବାହୀ ବସ୍‌ରେ ଫାୟାର୍ ସେଫ୍ଟି ସିଷ୍ଟମ୍ ସ୍ଥାପନ ବାଧ୍ୟତାମୂଳକ କରିଛନ୍ତି। ଶୁକ୍ରବାର ଫାୟାର୍ ସର୍ଭିସ୍ ବିଭାଗ ଏହି
Read More...

ଟସ୍ ଜିତିଲା ଅଷ୍ଟ୍ରେଲିଆ, ଭାରତ କରିବ ବ୍ୟାଟିଂ

ନୂଆଦିଲ୍ଲୀ- ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (MCG) ରେ ଖେଳାଯାଉଛି। ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
Read More...

ଜଳ ସମ୍ପଦ ବିଭାଗ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୂର୍ବାହ୍ନ ୧୦ଟା ସମୟରେ ରାଜୀବ ଭବନସ୍ଥିତ ଜଳ ସମ୍ପଦ ବିଭାଗ ପରିଦର୍ଶନ କରି ବିଭାଗର ସବିସ୍ତୃତ କାର୍ଯ୍ୟାବଳୀ ସମ୍ପର୍କରେ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀ ଜଳ ସମ୍ପଦ ବିଭାଗରେ ପହଞ୍ଚି ପ୍ରଥମେ ଅଷ୍ଟମ ମହଲାସ୍ଥିତ ରାଜ୍ୟ ଜଳ
Read More...

ଆମେ ଆମର ପରିବାର ଓ ପ୍ରଶଂସକମାନଙ୍କ ପାଇଁ ଟ୍ରଫି ଜିତିବାକୁ ଚାହୁଁ : କୌର

ନୂଆଦିଲ୍ଲୀ: ଭାରତୀୟ ଦଳ ଗୁରୁବାର ଦିନ ଇତିହାସ ପୁନର୍ବାର ସୃଷ୍ଟି କରିଛି, ସାତ ଥର ଚାମ୍ପିଅନ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ହରମନପ୍ରୀତ କୌରଙ୍କ ନେତୃତ୍ୱରେ, ଭାରତୀୟ ଦଳ ଡିୱାଇ ପାଟିଲ ଷ୍ଟାଡିୟମରେ ସର୍ବାଧିକ ରନ ପିଛା କରି ICC ମହିଳା ODI ବିଶ୍ୱକପର ଫାଇନାଲରେ ସ୍ଥାନ ସୁରକ୍ଷିତ
Read More...

ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏର ଇସ୍ତାହାର, ସରକାର ଆସିଲେ ମିଳିବ ଏହି ସବୁ ସୁବିଧା

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ପକ୍ଷରୁ ଇସ୍ତାହାର ପ୍ରକାଶ କରାଯାଇଛି। ଏହି ଇସ୍ତାହାରରେ ବିହାରର ଜନସାଧାରଣଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି ଦିଆଯାଇଛି। ପାଟନାର ଗାନ୍ଧୀ ମୈଦାନରେ ଥିବା ହୋଟେଲ ମୌର୍ଯ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଇସ୍ତାହାର
Read More...

ନିଲମ୍ବିତ ହେଲେ ଲୋକସମ୍ପର୍କ ଅଧିକାରୀ

ଭୁବନେଶ୍ୱର : ମହଙ୍ଗା ପଡିଲା ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ। ନିଲମ୍ବିତ ହେଲେ ଲୋକସମ୍ପର୍କ ଅଧିକାରୀ। ଭୁବନେଶ୍ୱରରେ କାର୍ଯ୍ୟରତ ଲୋକସମ୍ପର୍କ ଅଧିକାରୀ ତନୁଜା ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି ନିର୍ବାଚନ କମିଶନ ।  ଲୋକସମ୍ପର୍କ ଅଧିକାରିଣୀ ତନୁଜାଙ୍କ ନାମରେ ନୂଆପଡ଼ା
Read More...

ରାଜ୍ୟରେ ପଡିବ ଶୀତ

ଭୁବନେଶ୍ୱର: ବାତ୍ୟାର ପ୍ରଭାବ କମିବା ପରେ ରାଜ୍ୟରେ ଉତ୍ତରା ପବନ ବହିବା ଆରମ୍ଭ ହୋଇଛି। ଫଳରେ ରବିବାରଠାରୁ ପହିଲି ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ନଭେମ୍ବର ୨ ତାରିଖ ଆଡ଼କୁ ସାରା ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ
Read More...