ଯୁବରାଜଙ୍କ ରେକର୍ଡ ଭାଙ୍ଗିଲେ ହାର୍ଦ୍ଦିକ, କ୍ୟାମେରମ୍ୟାନଙ୍କୁ ଆଲିଙ୍ଗନ କରି ହୃଦୟ ଜିତିଲେ
ନୂଆଦିଲ୍ଲୀ: ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ମ ଟି-୨୦ରେ ପୂର୍ଣ୍ଣାଙ୍ଗ ପ୍ରଦର୍ଶନ କରିଥିଲେ। ସେ ୧୬ ବଲ୍ ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ସେ 252.00 ଷ୍ଟ୍ରାଇକ୍ ରେଟ୍ ରେ ବ୍ୟାଟିଂ କରିଥିଲେ ଏବଂ 25 ବଲ୍ ରୁ 63 ରନ୍ କରିଥିଲେ। ଏହି ବିଧ୍ୱଂସକାରୀ!-->…
Read More...
Read More...