ଟିଏମସି ରାଜ୍ୟସଭା ସାଂସଦ ସୁସ୍ମିତା ଦେବଙ୍କ ଇସ୍ତଫା
କୋଲକତା- ତୃଣମୂଳ କଂଗ୍ରେସ ରାଜ୍ୟସଭା ସାଂସଦ ସୁସ୍ମିତା ଦେବ ଇସ୍ତଫା ଦେଇଛନ୍ତି, ଯାହା ମମତା ବାନାର୍ଜୀଙ୍କ ପାଇଁ ଏକ ବଡ଼ ଝଟକା। ପୂର୍ବରୁ, ସୁଖେନ୍ଦୁ ଶେଖର ରାୟ ମଧ୍ୟ ଦଳ ଛାଡିଥିଲେ। ଲଗାତାର ଇସ୍ତଫା ତୃଣମୂଳ କଂଗ୍ରେସ ଭିତରେ ବଢୁଥିବା ବିଦ୍ରୋହ ବିଷୟରେ କଳ୍ପନାଜଳ୍ପନାକୁ ତୀବ୍ର କରିଛି।!-->…
Read More...
Read More...