ସ୍ୱାଧୀନତା ସଂଗ୍ରାମରେ ପଶ୍ଚିମ ଓଡ଼ିଶାର ଭୂମିକାକୁ ଲୋକଲୋଚନକୁ ଆଣିବାକୁ ଆହ୍ୱାନ

ସମ୍ବଲପୁର: ଭାରତୀୟ ଇତିହାସ ଓ ଗବେଷଣା ପରିଷଦ(ଆଇସିଏଚଆର)ର ପ୍ରାୟୋଜନ କ୍ରମେ ଗଂଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ଆନୁକୂଲ୍ୟରେ ଦ୍ୱିଦିବସୀୟ ଜାତୀୟ ସମ୍ପାନ ଆଜି ସମ୍ପନ୍ନ ହୋଇଛି । ଏହି ସମ୍ପାନରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରୋ. ଏନ ନାଗାରାଜୁ, ପ୍ରୋ. ଅଖିଳ ବିହାରୀ ଓତା,
Read More...

ଉତ୍କଳ ଆଲୁମିନା ପକ୍ଷରୁ ମଲ୍‌ଟି ସ୍ପେଶାଲିଟି ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ରାୟଗଡା: ଏହି ଅଞ୍ଚଳର ଗୋଷ୍ଠୀ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଦିଗରେ ନିଜର ନିରନ୍ତର ପ୍ରୟାସରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଚଳିତ ଅକ୍ଟୋବର ମାସ ୫ ତାରିଖରେ ପୁନରୁତ୍‌ଥାନ ଭଲ୍ୟୁଣ୍ଟାରୀ
Read More...

ଅଜଣା ଗାଡି ଧକ୍କାରେ ଅଜଗର ମୃତ

ଗଣିଆ : ଗଣିଆ ବ୍ଲକ ତହସିଲ କାର୍ଯ୍ୟାଳୟ ନିକଟରେ ଶୁକ୍ରବାର ସନ୍ଧ୍ୟା ୦୭:୩୦ ମିନିଟ ସମୟରେ ଏକ ୧୦ ଫୁଟର ଅଜଗର ସାପ ରାସ୍ତା ଅତିକ୍ରମ କରିବା ସମୟରେ ଏକ ଅଜଣା ଗାଡି ସାପଟିର ମୁଣ୍ଡରେ ମାଡିଯାଇଥିବାରୁ ଘଟଣା ସ୍ଥଳରେ ଅଜଗର ସାପଟିର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ଗଣିଆ
Read More...

ନୂଆଗାଁ ବ୍ଲକର କନ୍ଧମାଳ ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ସାମଲଙ୍କ ଦେହାନ୍ତ

ନୂଆଗାଁ : ନୂଆଗାଁ ବ୍ଲକର କନ୍ଧମାଳ ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ସାମଲଙ୍କ ଦେହାନ୍ତ ହୋଇଯାଇଛି । ଭୁବନେଶ୍ୱର ଆପୋଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ପରଲୋକ ହୋଇଯାଇଛି । ସେ ନୂଆଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ, ପୂର୍ବତନ ବ୍ଲକ ବିଜେଡି ସଭାପତି ଦାୟିତ୍ୱ ତୁଲାଇଥିବା
Read More...

ବାଣିଗୋଛା ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ

ଦଶପଲ୍ଲା : ଆଜି ବାଣିଗୋଛା ପୋଲିସ ପକ୍ଷରୁ ସ୍ଥାନୀୟ ବୀଣାପାଣି କ୍ଲବ୍‌ ପରିସରରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ସଚେତନତା କାର୍ଯ୍ୟକ୍ରମରେ ବାଣିଗୋଛା ଅଂଚଳର ଜନସାଧାରଣଙ୍କୁ ସାଇବର ଅପରାଧ ଓ ଠକେଇ ଉପରେ ସଚେତନ କରାଯାଇଥିଲା । ବାଣିଗୋଛା ଥାନା ଅଂଚଳଟି ଏକ
Read More...

ଉପଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ବିଭାଗର ଚଢାଉ,ଜବତ ହେଲା ୬୧ଟି ଘରୋଇ ଗ୍ୟାସ୍‌ ସିଲିଣ୍ଡର

ରାୟଗଡା: ରାୟଗଡା ଉପଖଣ୍ଡ ଉପଜିଲ୍ଳାପାଳ କଲ୍ୟାଣୀ ସଂଘମିତ୍ରା ଦେବୀଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ସହରରେ ଥିବା ବିଭିନ୍ନ ହୋଟେଲ ଗୁଡିକରେ ବେଆଇନ ଭାବେ ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟବହାର କରାଯାଉଥିବା ନେଇ ଆଜି ଚଢାଉ କରାଯାଇଥିଲା । ବ୍ୟବହୃତ ହେଉଥିବା ତଥା ଗଚ୍ଛିତ ରଖାଯାଇଥିବା ୬୧ଟି
Read More...

ସୌମ୍ୟଶେଖରଙ୍କ ବାପାଙ୍କୁ ଭେଟିଲେ “ମାଇଣ୍ଡ ଗେମ’ ଫିଲ୍ମର ପ୍ରଯୋଜକ

ପାଟଣାଗଡ଼ : ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ଘଟଣା ଉପରେ ଆଧାରିତ ଫିଲ୍ମ ମାଇଣ୍ଡ ଗେମର ରିଲିଜ ପୂର୍ବରୁ ଫିଲ୍ମର ପ୍ରଯୋଜକ ଶ୍ରୀଧର ମାର୍ଥା ଘଟଣାରେ ମୃତ ସୌମ୍ୟଶେଖରଙ୍କ ବାପାଙ୍କୁ ତାଙ୍କ ପାଟଣାଗଡ ବ୍ରହ୍ମପୁରା ସ୍ଥିତ ବାସଭବନରେ ଯେଉଁଠାରେ ବୋମାବିସ୍ଫୋରଣ ଘଟିଥିଲା, ସେଠାରେ ଭେଟି
Read More...

ବାଲିଗୁଡା ବିଜେପିର ବିଧାନସଭା କୋର କମିଟି ବୈଠକ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡାକୁ ଦିନିକିଆ ଗସ୍ତରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଆସିଥିବାରୁ ତାଙ୍କୁ ବାଲିଗୁଡାର ଦଣ୍ଡପଦର ଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହାପରେ ସେଠାରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ନାରାବାଜି ଦେଇ ସମଗ୍ର ସହର
Read More...

ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀଙ୍କ ଗୁପ୍ତପୂଜା ଆରମ୍ଭ

ହରଭଙ୍ଗା,୬/୧୦:- ବୌଦ୍ଧଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ପୁରୁଣାକଟକ ବାସିନୀ, ବାଉଁଶବଣର ରାଣୀ ମାଁ ଭୈରବୀଙ୍କ ପୀଠରେ ଶୁକ୍ରବାର ଦିନ ୧୬ ପୂଜା ବା ଖଣ୍ଡା ବସା ପର୍ବ ଆରମ୍ଭ ହୋଇଛି । ଅପରାହ୍ନ ୪ଟା ସମୟରେ ମାଁ ଙ୍କ ପାଟ ଖଣ୍ଡା ଦେହୁରୀଙ୍କ ଘରୁ ବାହାରିବା ସହ ବିଜୟ ପ୍ରତିମା ଘଣ୍ଟଛତ୍ର ,
Read More...

ନବବଧୂଙ୍କ ମୃତଦେହ ଉଦ୍ଧାର,ସ୍ୱାମୀ ଗିରଫ

ବ୍ରହ୍ମପୁର: ବଡ଼ ବଜାର ଥାନା ଅର୍ନ୍ତଗତ ଧାନମେରା ସାହିର ଏକ ଘରୁ ଗତ ମଙ୍ଗଳବାର ଦିନ ନବ ବଧୂ ଭୁବନେଶ୍ୱରୀ ମୁଖୀଙ୍କ ମୃତଦେହ ଉଦ୍ଧାର କରିଥିଲା ପୁଲିସ । ଏ ନେଇ ମୃତ ଭୁବନେଶ୍ୱରୀଙ୍କ ବାପା ଲିଙ୍ଗରାଜ ମୁଖୀ ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୁଲିସ ଏକ ଯୌତୁକ
Read More...