କାର୍ତ୍ତିକ ବ୍ରତ ପାଳନ ପାଇଁ ଆରମ୍ଭ ହେଲା ପଞ୍ଜିକରଣ

ପୁରୀ: ପୁରୀରେ ହବିଷ୍ୟାଳି ଶିବିରରେ ରହି କାର୍ତ୍ତିକ ବ୍ରତ ପାଳନ ପାଇଁ ଆରମ୍ଭ ହେଲା ପଞ୍ଜିକରଣ। ରାଜ୍ୟ ସରକାରଙ୍କ ପକ୍ଷରୁ https://edistrict.odisha.gov.in ଓ୍ବେବସାଇଟ୍ ଲିଙ୍କରେ ଆବେଦନ କରିପାରିବେ ହବିଷ୍ୟାଳି। ଆସନ୍ତା ୨୯ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବା ବେଳେ ରାଜ୍ୟ
Read More...

ତାଲା ବନ୍ଦ ଘରୁ ଚୋରି ଘଟଣାରେ ୪ଗିରଫ

ବ୍ରହ୍ମପୁର: ନିମଖଣ୍ଡି ପୁଲିସ୍‌କୁ ମିଳିଛି ଏକ ବଡ଼ ସଫଳତା । ଏକ ତାଲାବନ୍ଦ ଘରୁ ୩୦ ଭରି ଗହଣା ଚୋରି ମାମଲାର ତଦନ୍ତ କରୁ କରୁ ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ପୁଲିସ୍‌ ଏକ ବଡ଼ ଗହଣା ଚୋରି ରାକେଟ୍‌ର ପର୍ଦ୍ଦାଫାସ୍‌ କରିଛି । ରାକେଟ୍‌ର ୪ସଦସ୍ୟଙ୍କୁ ଗିରଫ କରିଛି । ମୁଖ୍ୟ
Read More...

“ଦି ଇଣ୍ଟରଭ୍ୟୁ ଟାଇମ୍ସ’ ଦ୍ୱାରା ବେଷ୍ଟ ସିଇଓ ଭାବେ ଜେକେ କାଗଜ କଳର କାର୍ଯ୍ୟନିର୍ବାହୀ ଉପସଭାପତି…

ରାୟଗଡା: "ଦି ଇଣ୍ଟରଭ୍ୟୁ ଟାଇମ୍ସ" ର ୧୨ ତମ ସ୍ୱନକ୍ଷତ୍ର ଦିବସ ଭୁବନେଶ୍ୱର ସ୍ଥିତ ହୋଟେଲ୍‌ ସ୍ୱସ୍ତି ପ୍ରିମିୟମ୍‌ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେରେ ଓଡ଼ିଶାର ୨୦ ଜଣ ପ୍ରେରଣା ଦାୟୀ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇ ପୁରସ୍କାର ପ୍ରଦାନ କରାଯାଇଛି । ଏହି
Read More...

ମା’ ଲଙ୍କେଶ୍ୱରୀଙ୍କ ଦଶହରା ମହାଆଳତି ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର : ସୋନପୁରର ଆରଧ୍ୟା ଦେବୀ ମା' ଲଙ୍କେଶ୍ୱରୀଙ୍କ ଦଶହରାରେ ହେବାକୁ ଥିବା ମହାଆଳତି ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମା' ଲଙ୍କେଶ୍ୱରୀ ବିକାଶ କମିଟିର ସଭାପତି ଜିତେନ୍ଦ୍ର ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସମ୍ପାଦକ ଚନ୍ଦନ ସେଠୀ, କୋଷାଧ୍ୟକ୍ଷ
Read More...

ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନ ପାଇବେ କୌଶିକ ସାହୁ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବରିଷ୍ଠ ଆଇନଜୀବୀ କୌଶିକ ସାହୁ ଚଳିତ ବର୍ଷର ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନ ପାଇବା ପାଇଁ ମନୋନୀତ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ୧୯୯୭ ମସିହାରୁ କନ୍ଧମାଳ ଜିଲ୍ଲାର ଅବୈତନକ ବନ୍ୟପ୍ରାଣୀ ସଂରକ୍ଷକ ଭାବେ କାର୍ଯ୍ୟ
Read More...

ପାରଳାଖେମୁଣ୍ଡି ବନଖଣ୍ଡ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଆଜି ପାରଳାଖେମୁଣ୍ଡି ବନଖଣ୍ଡ ମୁଖ୍ୟ କାର୍ଯ୍ୟାଳୟ ଠାରେ ବନ ବିଭାଗ ତରଫରୁ ବନ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ପରିସର ଏବଂ ନିକଟସ୍ଥ ଏରିଆ ମଧ୍ୟରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ ଏସ .ଆନନ୍ଦଙ୍କ ନିର୍ଦ୍ଦେଶ
Read More...

ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା

ହରଭଙ୍ଗା ୨/୧୦:- ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ର ୭ ନମ୍ବର ଜୋନରେ ବିଜୁଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା । ଏହି ଜନସଂପର୍କ ପଦଯାତ୍ରା ଅକ୍ଟୋବର ୨ ତାରିଖରୁ ଆରମ୍ଭହୋଇ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପଦଯାତ୍ରା
Read More...

ଲୋକକଳା ଗ୍ରାମ ନାରାୟଣ ନଗରର ପଞ୍ଚମ ବାର୍ଷିକ ଉତ୍ସବ

ଜହ୍ନ ।ପଙ୍କ,୨/୧୦: ଗ୍ରାମାଞ୍ଚଳର ଲୁକ୍କାୟିତ କଳାକୁ ଉଜ୍ଜୀବିତ କରିବାପାଇଁ ଲୋକକଳା ଦିବସର ବାର୍ଷିକ ଉତ୍ସବ ପାଳନ ଜରୁରୀ ବୋଲି ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଲୋକକଳା ଗ୍ରାମ ନାରାୟଣ ନଗରର ପଞ୍ଚମ ବାର୍ଷିକ ଉତ୍ସବ ଅବସରରେ ମଞ୍ଚାସୀନ ଅତିଥିମାନେ ବକ୍ତବ୍ୟ ରଖିଥିଲେ ।
Read More...

ବୌଦ୍ଧରେ ସାଇବର ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ

ବୌଦ୍ଧ,୨/୧୦: ସାଇବର ସୁରକ୍ଷା ସଚେତନତା ଅଭିଯାନକୁ ଆଜି ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ମର୍ଜାକୁଦ ବ୍ରିଜ ଛକ ଠାରେ ଅନୁଷ୍ଠିତ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇଥିବାବେଳେ ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ,
Read More...

କନ୍ଧମାଳର ଶିକ୍ଷୟତ୍ରୀ ପାଇଲେ ନେସନ ବିଲ୍ଡର ଆୱାର୍ଡ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍‌ ଗୁଡ୍ରିଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଛବିଲତା ନାୟକ ପାଇଲେ ଗଞ୍ଜାମ ଜିଲ୍ଲା ଅନ୍ତଃର୍ଜାତୀୟ ରୋଟାରୀ ତରଫରୁ ନେସନ ବିଲ୍ଡର ଆୱାର୍ଡ । ମୁଖ୍ୟ ଅତିଥି ଭାବରେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ
Read More...