ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପୀଠରେ ଲାଗିଲା ନବାନ୍ନ
ବୌଦ୍ଧ,୨୦/୯:- ସମଗ୍ର ପଶ୍ଚିମ ଓଡିଶା ଆଜି ପାଳନ କରୁଛି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏହି ଅବସରରେ ଆଜି ବୌଦ୍ଧ ଜିଲ୍ଳା ପୁରପଲ୍ଲୀ ଉତ୍ସବ ମୁଖର ଓ ଚଳଚଞ୍ଚଳ ହୋଇପଡିଛି । ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପୀଠରେ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ସକାଳ ୮ ଟାରେ ନବାନ୍ନ ଲାଗି!-->…
Read More...
Read More...