ଭାରତୀୟ ଦଳର ବିଜୟ ପାଇଁ ଇଷ୍ଟଦେବୀ ସୁରେଶ୍ୱରୀଙ୍କ ଠାରେ ଦୀପଦାନ

ସୁବର୍ଣ୍ଣପୁର : ଆଜି ବହୁ ପ୍ରତିକ୍ଷିତ କ୍ରିକେଟ୍‌ ୱାର୍ଲ୍ଡ କପ୍‌ର ଫାଇନାଲ ମ୍ୟାଚ୍‌ । ଏଥିରେ ଭାରତୀୟ କ୍ରିକେଟ ଦଳ ଓ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ହେବ ମହାସମର । ଏହି ଖୁସିରେ ଭାରତୀୟ କ୍ରିକେଟ୍‌ ଦଳ ର ବିଜୟ ପାଇଁ ଶୁଭ ମନାସି ଆଜି ମାଁ ସୁରେଶ୍ୱରୀଙ୍କ ଠାରେ ସ୍ୱଚ୍ଛ ଭାରତ,
Read More...

ବିଶାଳ ବିଶ୍ୱକପ ପ୍ରତିକୃତି ତିଆରି କରି ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ୨୦୨୩ ବିଶ୍ୱକପ କ୍ରିକେଟ ମ୍ୟାଚ୍‌ର ଫାଇନାଲ ମ୍ୟାଚ୍‌ । ଏହି ମ୍ୟାଚ୍‌ ଜିତି ଟିମ୍‌ ଇଣ୍ଡିଆ ଇତିହାସ ରଚିବାକୁ କ୍ରିକେଟ ପ୍ରେମୀ ପ୍ରାର୍ଥନା କରୁଛନ୍ତି । ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସ୍ୟାଣ୍ଡ
Read More...

ହରଭଙ୍ଗା ବ୍ଲକରେ କୋଶଲ ମହାବନ୍ଦର ଆଂଶିକ ପ୍ରଭାବ

ହରଭଙ୍ଗା,୧୮/୧୧:- ରାଜ୍ୟ ସରକାରଙ୍କ ପଶ୍ଚିମ ଓଡିଶାକୁ ବୈମାତୃକ ମନୋଭାବ, ପଶ୍ଚିମ ଓଡିଶା ଭାଷାକୁ ଅବମାନନା, ପଶ୍ଚିମ ଓଡିଶାକୁ ସବୁ କ୍ଷେତ୍ରରେ ଅବହେଳାକୁ ନେଇ ଆଜି କୋଶଲ ମହାବନ୍ଦରେ ବୌଦ୍ଧ ଜିଲ୍ଲା ସାମିଲ ଥିବା ବେଳେ ଜିଲ୍ଲାର ହରଭଙ୍ଗା ବ୍ଲକରେ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି ।
Read More...

କୋଶଳ ବନ୍ଦ୍‌କୁ ସୁବର୍ଣ୍ଣପୁର ଜିଲ୍ଲାରେ ଅଦ୍ଭୁତପୂର୍ଣ୍ଣ ସଫଳତା

ସୁବର୍ଣ୍ଣପୁର,୧୮/୧୧:- ଦୀର୍ଘବର୍ଷରୁ ପଶ୍ଚିମ ଓଡିଶାର ୧୧ ଗୋଟି ଜିଲ୍ଲାକୁ ନେଇ ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବି କରି ଆସୁଥିବା କୋଶଲ ମିଳିତ କ୍ରିୟାନୁଷ୍ଠାନ କମିଟି ଆଜି ପୁଣି କୋଶଲ ମହାବନ୍ଦ ଡାକରା ଦେଇଛି । ଆଜି ସକାଳ ୬ ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ଡାକରା ଦିଆଯାଇଥିବା ବେଳେ କୋଶଳ
Read More...

ବୌଦ୍ଧରେ ୧୨ ଘଣ୍ଟିଆ କୋସଲ ମହାବନ୍ଦ

ବୌଦ୍ଧ,୧୮/୧୧:- ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡିଶା ବନ୍ଦ ଡାକରାରେ ବୌଦ୍ଧଜିଲ୍ଲା ମଧ୍ୟ ସାମିଲ ହୋଇଛି । କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ଓ କେକେଡି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ୍‌ ଡାକରା ବୌଦ୍ଧଜିଲ୍ଲାରେ ଶାନ୍ତିପୂର୍ଣ୍ଣ ରହିଛି । ପଶ୍ଚିମ ଓଡିଶାକୁ
Read More...

ଶୁନଶାନ୍‌ ସହର,ଜୟ କୋସଲ ନାରାରେ ଉଠୁଛି ପଡୁଛି ସହର

ବଲାଙ୍ଗୀର,୧୮/୧୧:- ବଲାଙ୍ଗୀର ଜିଲ୍ଲାରେ ଗାଁ ଠାରୁ ସହର ସବୁଠାରେ ଶୂନଶାନ । କେବଳ ସଂଗ୍ରାମୀଙ୍କ ଜୟ କୋସଲ ଗର୍ଜନରେ ଉଠୁଛି ପଡୁଛି ରାଜରାସ୍ତା । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଛକମାନଙ୍କରେ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେବଳ ବାଦ୍‌ ଦିଆଯାଇଥିବା ଅତ୍ୟାବଶ୍ୟକ ସେବାକୁ
Read More...

ବିଭାଗୀୟ ଅଧିକାରୀଙ୍କୁ କନ୍ଧମାଳ ସାଂସଦଙ୍କ ପରାମର୍ଶ, ଅଧାରୁ କାମ ଛାଡୁଥିବା ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯାଉ

ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ସାଂସଦ ଡଃ. ଅଚ୍ୟୁତାନନ୍ଦ ସାମନ୍ତଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ମନିଟରିଂ କମିଟି(ପଞ୍ଚମ ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ସାଂସଦ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ
Read More...

ଖରିଫ ଧାନ ସଂଗ୍ରହ ପାଇଁ ଧାନକ୍ରୟ କମିଟି ବୈଠକ

ବୌଦ୍ଧ,୧୭/୧୧:- ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଖରିଫ ଧାନ ସଂଗ୍ରହ ପାଇଁ ଧାନକ୍ରୟ କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଛି । ଜିଲ୍ଲାରେ ଡିସେମ୍ବର ମାସରେ ଧାନକ୍ରୟ ଅ ।ରମ୍ଭ ହେବ । କଣ୍ଟାମାଳ , ବୌଦ୍ଧ ଓ ହରଭଙ୍ଗା ବ୍ଲକରେ ରହିଥିବା ସମସ୍ତ ଧାନମଣ୍ଡି ଖୋଲାଯାଇ ଧାନକ୍ରୟ କରାଯିବ ।
Read More...

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମରେ ବୌଦ୍ଧର କୃତିତ୍ୱ

ବୌଦ୍ଧ,୧୭/୧୧:- ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର ପ୍ରତିଯୋଗୀମାନେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଛନ୍ତି । ଶୁକ୍ରବାର ଦିନ ସକାଳ ୮ଟା ସମୟରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ବୌଦ୍ଧ ବସଷ୍ଟାଣ୍ଡ ଠାରେ
Read More...

ବହୁବୃତ୍ତି ଶିକ୍ଷାନୁଷ୍ଠାନ ବୌଦ୍ଧରେ ମେଗା ରକ୍ତଦାନ ଶିବିର

ବୌଦ୍ଧ,୧୭/୧୧:- ବୌଦ୍ଧବ୍ଲକ ଗୌଡଦେଇ ସ୍ଥିତ ବହୁବୃତ୍ତି ଶିକ୍ଷାନୁଷ୍ଠାନରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୭୦ଜଣ ଶିକ୍ଷାର୍ଥୀ ରକ୍ତଦାନ କରିଥିଲେ । ଅନୁଷ୍ଠାନ ସହିତ ସତ୍ୟବାଦୀ ଚାରିଟେବଲ୍‌ ଟ୍ରଷ୍ଟ ସହଯୋଗ କରିଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ଡ.ଲକ୍ଷ୍ମୀଧର
Read More...