ସାମ୍ବାଦିକଙ୍କ ମାତୃ ବିୟୋଗ
ସୁବର୍ଣ୍ଣପୁର : ଗତକାଲି ବରିଷ୍ଠ ସାମ୍ବାଦିକ ଦିଲିପ ପାତ୍ରଙ୍କ ମାଁ ଡାଲ୍ଲାମା ଦେବୀଙ୍କର ୯୨ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଜଣେ ଆମାୟିକ ଓ ଧର୍ମପରାୟଣ ମହିଳା ଭାବରେ ଅଞ୍ଚଳରେ ବେଶ ଜଣାଶୁଣା ଥିବାବେଳେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ସେ କିଛିଦିନ ହେଲା ଶଯ୍ୟାସାୟୀ ଥିଲେ।!-->…
Read More...
Read More...