ଘନ କୁହୁଡି ପାଇଁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ମୃତ ୨୫ ଆହତ
ଘନ କୁହୁଡି ପାଇଁ ଉତ୍ତରପ୍ରଦେଶରେ ବସ୍ରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳର ୨୫ ଜଣ ଆହତ ହୋଇଥିବା ସୂଚନା ରହିଛି ।
ଉତ୍ତରପ୍ରଦେଶର ଯମୁନା ଏକ୍ସପ୍ରେସୱେର ମଥୁରାରେ ଆଜି ସକାଳେ ଘନ କୁହୁଡି ପାଇଁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୪ଜଣ!-->!-->!-->…
Read More...
Read More...