ଗୃହରକ୍ଷୀ ମହାସଂଘର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ,୧୮/୭:- କନ୍ଧମାଳ ଜିଲ୍ଲା ପଞ୍ଜିକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ମଞ୍ଜୁଳା ନାୟକଙ୍କ ସୁପ୍ରିମକୋର୍ଟ କେସ୍‌ ଜଜ୍‌ମେଣ୍ଟ ଅଡର ଉପରେ ରାଜ୍ୟ ସରକାର ଅବମାନନା କରିଥିବାରୁ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଏବଂ କନ୍ଧମାଳ ଜିଲ୍ଲା ପଞ୍ଜିକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ସମେତ
Read More...

କେବେ ସଂପୂର୍ଣ୍ଣ ହେବ ନିର୍ମାଣଧୀନ ଏଏନଏମ କୋଠା, ବିପଦସଙ୍କୁଳ କେନ୍ଦ୍ରରେ ଚାଲିଛି ପ୍ରସୂତିଙ୍କ ଚିକିତ୍ସା

ହରଭଙ୍ଗା:- ସରକାର ସ୍ୱାସ୍ଥ୍ୟ ଉନ୍ନତି ସେବା କ୍ଷେତ୍ରରେ ବିଭିନ୍ନ ଯୋଜନାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଶେଷକରି ଜନନୀ ସୁରକ୍ଷା ପାଇଁ ମାତୃଗର୍ଭଠୁ ଆରମ୍ଭକରି ଜନ୍ମପର୍ଯ୍ୟନ୍ତ ବିଭିନ୍ନ ଯୋଜନା ତିଆରି କରିଛନ୍ତି । ଏପରିକି ପ୍ରତ୍ୟେକ ମାସରେ ପ୍ରସୂତି ମା ଙ୍କୁ ଚିକିତ୍ସା
Read More...

ଜଗନ୍ନାଥପୁର ପଞ୍ଚାୟତ ଦୁଇ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ

ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବିଜ୍ଞାପନ ପ୍ରକାରେ ୱାର୍ଡ ସଭ୍ୟ/ସଭ୍ୟା ପାଇଁ ଆବେଦନ ଲୋଡା ଯାଇଥିଲା । ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନମ୍ବର ୦୧ ଓ ୦୯ ୱାର୍ଡ ପାଇଁ ଗତ ୧୦ /୦୭/୨୩ ରିଖରେ ବିଜ୍ଞପ୍ତି ଜାରି କରାଯାଇଥିଲା । ଚଳିତ
Read More...

ଭାଗବତ ପାଣ୍ଡେଙ୍କ ଘରେ ଫୁଟିଲା ୪ଟି ବ୍ରହ୍ମ କମଳ ଫୁଲ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୁଆସାହି ଗାୟତ୍ରୀ ନଗର ବାସିନ୍ଦା ଭାଗବତ ପାଣ୍ଡେଙ୍କ ଘର ବାଡ଼ିରେ ଆଜି ୪ଟି ଦୁର୍ଲଭ ବ୍ରହ୍ମ କମଳ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି । ବାଡ଼ିରୁ ଫୁଲ ତୋଳି ବାଲିଗୁଡ଼ା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ବ୍ରହ୍ମ କମଳ ଫୁଲ
Read More...

ବ୍ୟାପୁଛି ଆଖିଧରା ରୋଗ

ସୋନପୁର : ସୋନପୁର ବ୍ଲକ ବିଭିନ୍ନ ଗ୍ରାମରେ ବର୍ତ୍ତମାନ ସମୟରେ ଆଖିଧରା ରୋଗ ବ୍ୟାପୁଥିବା ଦେଖିବାକୁ ମିଳିଛି । ହଠାତ୍‌ ଆଖି ଲାଲ ହୋଇ ଯାଉଥିବା ବେଳେ କ୍ରମଶଃ ଏହା ଯନ୍ତ୍ରଣା ଆରମ୍ଭ ହେଉଛି । ଏହି ରୋଗ ସୋନପୁର ବ୍ଲକ ର ବିଭିନ୍ନ ଅଞ୍ଚଳରେ ବ୍ୟାପୁଥିବାରୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ
Read More...

ଆରମ୍ଭ ହେଲା ମଳ ମାସ, ପୂଜା ପାଇବେ ମଳ ନାରାୟଣ

ପୁରୀ : ଆଜିଠାରୁ ଆରମ୍ଭ ହୋଇଛି ମଳମାସ । ଏହା ଏକମାସ ଧରି ଚାଲୁରହିବ । ପ୍ରତି ୩୨ ମାସ ପରେ ମଳମାସ ପଡିଥାଏ । ଶ୍ରୀମନ୍ଦିର ଭିତରେ ମଳ ମାସରେ ପୂଜା ପାଆନ୍ତି ମଳ ନାରାୟଣ । ଅନ୍ୟ ସମସ୍ତ ଦିନ ଏହି ମନ୍ଦିର ତାଲା ପଡୁଥିବା ବେଳେ କେବଳ ମଳ ମାସରେ ଏହି ମନ୍ଦିର ତାଲା ଖୋଲିଥାଏ ।ଆଜି ଠାରୁ
Read More...

ଆରଟିଓଙ୍କ ଅଚାନକ ଚଢ଼ାଉ,ବସ୍‌କୁ ଜରିମାନା

ପୁରୀ : ଅତ୍ୟଧିକ ବସ୍‌ ଭଡ଼ା ନେବା ଅଭିଯୋଗରେ ଜରିମାନା । ପୁରୀ-କୋଣାର୍କ ରାସ୍ତାରେ ଓଡି ୦୫ପି୦୦୫୪ ନମ୍ୱର୍‌ ଷୋଳପୁଅ ମା ଗାଡ଼ିର ଜରିମାନା କାଟିଲେ ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ । ଦୀର୍ଘ ଦିନ ଧରି ଏ ସମ୍ପର୍କରେ ଅଭିଯୋଗ ହୋଇ ଆସୁଥିଲା । ମଙ୍ଗଳବାର ପରିବହନ ଅଧିକାରୀ ଶ୍ରୀ
Read More...

କର୍ମଚାରୀଙ୍କ ବହିଷ୍କାର ନିଷ୍ପତ୍ତି ପ୍ରତ୍ୟାହାର ଦାବି, ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ଧାରଣା

ବୌଦ୍ଧ : ବୌଦ୍ଧ ଟିପିଏସଓଡିଏଲ ପକ୍ଷରୁ ବିନା ନୋଟିସରେ ଜୁନ ୩୦ତାରିଖ ଦିନ ୩ଜଣ କର୍ମଚାରୀଙ୍କୁ ବହିଷ୍କାର ଓ କାର୍ଯ୍ୟରତ ଶ୍ରମିକଙ୍କୁ ସୁରକ୍ଷା ଉପକରଣ ପ୍ରଦାନରେ ଅବହେଳା, ଓଭର ଟାଇମ କାର୍ଯ୍ୟକରୁଥିବା କର୍ମଚାରୀଙ୍କୁ ପ୍ରାପ୍ୟ ପ୍ରଦାନରେ ଟାଳ ଟୁଳୁ ନୀତି ଅବଲମ୍ବନ ପ୍ରତିବାଦରେ ଏଆଇଟିୟୁସି
Read More...

ବୌଦ୍ଧ ଜିଲ୍ଲାକୁ ମିଳିଲା ସମ୍ମାନଜନକ ଭୂମି ସମ୍ମାନ, ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ କଲେ ଉପ ଜିଲାପାଳ

ବୌଦ୍ଧ : ବୌଦ୍ଧ ଜିଲ୍ଲାକୁ ମିଳିଲା ସମ୍ମାନଜନକ ଭୂମି ସମ୍ମାନ । ରାଷ୍ଟ୍ରପତିଙ୍କଠାରୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି ଏହି ସମ୍ମାନ ଗ୍ରହଣ କରିଛନ୍ତି ବୌଦ୍ଧ ଉପଜିଲାପାଳ । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୨୦୨୩ ମସିହା ପାଇଁ ଏହି ସମ୍ମାନ
Read More...

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଦୁଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ବିଷୟରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮୭୧୭
Read More...