କାର ସହ ୫୮ କିଲୋ ଗଞ୍ଜେଇ ଜବତ : ଜଣେ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସଦର ଅବକାରୀ ବିଭାଗ ରାଣୀପଥର ଚେକ ଗେଟ ଠାରେ ଚଢ଼ାଉ କରି ଏକ କାରରୁ ୫୮ କିଲୋ ଗଞ୍ଜେଇ ଜବତ କରିଛି । ଏ ସଂକ୍ରାନ୍ତରେ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।କୌଣସି ସୂତ୍ରରୁ ଖବର ପାଇ ସଦର
Read More...

ଜିଲ୍ଲା ଶିଶୁ ଓ ମାତୃ ଚିକିତ୍ସାଳୟ ପରିସରରେ ଆରମ୍ଭ ହେଲା ମାଗଣା ରନ୍ଧା ଖାଦ୍ୟ ବ୍ୟବସ୍ଥା

ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲା ପ୍ରସୂତିକାଳୀନ ମାତୃ ଓ ଶିଶୁ ଚିକିତ୍ସାଳୟ ପରିସରରେ ଚନ୍ଦ୍ରିକା ସେବା ଟ୍ରଷ୍ଟ ପକ୍ଷରୁ ରୋଗୀ ସମ୍ପର୍କୀୟମାନଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଯୁବ ନେତା ଅମିୟ ରଞ୍ଜନ ଦାସ ଓ ପୂଜା ପଲ୍ଲବିଙ୍କ ଦ୍ୱିତୀୟ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା,ଜଣେ ମୃତ

ଦଶପଲ୍ଲା : ଆଜି ସକାଳ ୭ ଘଟିକା ସମୟରେ ଦଶପଲ୍ଲା ନିକଟବର୍ତ୍ତି ଖୋର୍ଦ୍ଧା - ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ରଂଗମାଟିଆ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ଏକ ମାଲ୍‌ ବୋଝେଇ ଟ୍ରକ୍‌ ଓ ଏକ ଆଇଚର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ
Read More...

ଶ୍ରାବଣର ପ୍ରଥମ ସୋମବାର ପାଇଁ ଶ୍ରୀଲୋକନାଥ ପୀଠରେ ବ୍ୟାପକ ବ୍ୟବସ୍ଥା

ପୁରୀ : ଆସନ୍ତାକାଲି ଯୋଡ଼ା ଶ୍ରାବଣର ପ୍ରଥମ ସୋମବାର । ଏଥିପାଇଁ ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥ ଦେବଙ୍କ ପୀଠରେ ବୋଲବମ୍‌ ଭକ୍ତଙ୍କ ଭିଡ଼ ଜମିବ । ସେନେଇ ସ୍ୱତନ୍ତ୍ର ପ୍ରସ୍ତୁତି ପ୍ରଶାସନ ପକ୍ଷରୁ କରାଯାଇଛି । ଆଜି ପାଳିଆ ସେବକ ରାତି ୯ଟା ସୁଦ୍ଧା ସମସ୍ତ ନୀତିକାନ୍ତି ସାରି ପହୁଡ଼ କରିବେ
Read More...

ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର, ଉତ୍ସାହିତ କାଉଡ଼ିଆ

ଭୁବନେଶ୍ୱର: ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର। ଦେବଦେବ ମହାଦେବଙ୍କୁ ଜଳଲାଗି କରିବେ ଶିବଭକ୍ତ । ଏଥର କୌଣସି କୋଭିଡ଼ କଟକଣା ନଥିବାରୁ ଉତ୍ସାହିତ ଅଛନ୍ତି କାଉଡ଼ିଆ। ଏଥର ଦୁଇ ମାସିଆ ଶ୍ରାବଣରେ ଜଳାଭିଷେକର ସୁଯୋଗ ମିଳିଥିବାରୁ କାଉଡ଼ିଆମାନେ ବେଶ ଆନନ୍ଦ ଅନୁଭବ କରିଛନ୍ତି। ତେବେ ଆଜିଠୁ
Read More...

ମହିଳା ମହାବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ଉଦଘାଟିତ

ଧର୍ମଗଡ: ଧର୍ମଗଡ ମହିଳା ମହାବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ଆଜି ଧର୍ମଗଡ ବିଧାୟକ ମୌଷଧୀ ବାଗଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ୧୯୯୨ ମସିହାରେ ସ୍ଥାପିତ ଅଞ୍ଚଳର ସର୍ବ ପୁରାତନ ମହିଳା ମହାବିଦ୍ୟାଳୟରେ ଶ୍ରେଣୀ ଗୃହର ଅଭାବ ରହିଥିଲା । ବିଦ୍ୟାଳୟ ଯୁକ୍ତ ଦୁଇ କଳା ବିଭାଗରେ ପ୍ରଥମ ବର୍ଷ ଓ
Read More...

୪ଟି କେନ୍ଦ୍ରରେ ଓଏସଏସସି ପରୀକ୍ଷା ଅନୁଷ୍ଠିତ

ଘୁ.ଉଦୟଗିରି: ସାରା ରାଜ୍ୟରେ ଖାଲିଥିବା ଜୁନିଅର୍‌ ଆସିଷ୍ଟାଣ୍ଟ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀ ପୂରଣ ନିମନ୍ତେ ଆଜି ଓଡ଼ିଶା ସବ ଅଡ଼ିନେଟ ଷ୍ଟାଫ ସିଲେକ୍ସନ କମିଶନଙ୍କ ଦ୍ୱାରା ପରିଚାଳିତ ଲିଖିତ ପରୀକ୍ଷା ଆଜି ସାରା ରାଜ୍ୟର ବିଭିନ୍ନ ସ୍କୁଲ କଲେଜ୍‌ ଠାରେ ଆୟୋଜିତ ହୋଇଥିବା ବେଳେ
Read More...

ଖବର ପ୍ରସାରଣ ପରେ ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତର ନାଳ ନର୍ଦ୍ଦମା ସଫେଇ କାମ ଆରମ୍ଭ

ନନ୍ଦାହାଣ୍ଡି : ସ୍ୱଚ୍ଛତା ବିନା ସୁସ୍ଥ ଜୀବନ ଅସମ୍ଭବ, ତେଣୁ ଗାଁ ପରିମଳ ସଫାସୁତୁରା ଅନିବାର୍ଯ୍ୟ । କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଦେଶର ସମସ୍ତ ରାଜ୍ୟ, ଜିଲ୍ଲା ବ୍ଲକ ଓ ପଞ୍ଚାୟତରେ ଚାଲିଛି । ହେଲେ ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତର ଅନେକ ଗ୍ରାମରେ ବିଗତ ଦୁଇ ତିନି
Read More...

ରଥ ଉପରେ ଅଣସେବାୟତଙ୍କ ଭିଡିଓ କରିବା ପ୍ରସଂଗ, ପୁରୀ ଜ଼ିଲ୍ଲା ଯୁବ ଅଧିବକ୍ତା ମଞ୍ଚ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା

ପୁରୀ : ରଥ ଉପରେ ଅଣସେବାୟତ ଚଢି ଭିଡ଼ିଓ ଓ ରିଲସ କରି ସୋସିଆଲ ମିଡ଼ିଆରେ ଛାଡି ଭାଇରାଲ କରିବା ନେଇ ପୁରୀ ଜ଼ିଲ୍ଲା ଯୁବ ଅଧିବକ୍ତା ମଞ୍ଚ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା । ରଥଯାତ୍ରାରେ ଶୃଙ୍ଖଳିତ ନୀତି ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମସ୍ତ ନିଯୋଗ ଓ ବାଡ଼ଗ୍ରାହୀ ମାନଙ୍କୁ ଏକ
Read More...

ଦିଲ୍ଲୀରେ ୪୧ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ: ମୌସୁମୀର ଆଗମନ ପରେ ଏବେ ଦେଶରେ ବର୍ଷା ଲାଗି ରହିଛି। କିଛି କିଛି ରାଜ୍ୟରେ ଲଗାଣ ବର୍ଷା ପାଇଁ ଲୋକଙ୍କ ଜୀବନ ଯିବା ସହ କିଛି ସ୍ଥାନରେ ଜାତୀୟ ରାଜପଥ ଧୋଇଯିବାର ଖବର ମିଳିଛି। କୁହାଯାଉଛି ଯେ, ଦିଲ୍ଲୀର ବର୍ଷା ୪୧ବର୍ଷର ରେକର୍ଡ ଭାଙ୍ଗିଛି। ଉତ୍ତର-ପଶ୍ଚିମ ଭାରତର ଅନେକ ଭାଗରେ
Read More...