ରାଜ୍ୟ ବିଦ୍ୟାଳୟସ୍ତରୀୟ ବାସ୍କେଟବଲ ପ୍ରତିଯୋଗିତା ଉଦ୍ଯାପିତ ବାଳିକାରେ କଟକ ଓ ବାଳକରେ ଭୁବନେଶ୍ୱର ଚଂପିଆନ
ବୌଦ୍ଧ,୧/୧୦:- ଦୁଇଦିନ ଧରି ସ୍ଥାନୀୟ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ବିଦ୍ୟାଳୟସ୍ତରୀୟ ବାସ୍କେଟବଲ ପ୍ରତିଯୋଗିତା ଆଜି ଉଦ୍ଯାପିତ ହୋଇଯାଇଛି । ରାଜ୍ୟ ବିଦ୍ୟାଳୟ କ୍ରୀଡାସଂଗଠନ ଓ ବୌଦ୍ଧ ଜିଲ୍ଲା କ୍ରୀଡା ସଂଗଠନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି!-->…
Read More...
Read More...