ସମ୍ବଲପୁର ପ୍ରେସ କ୍ଲବରେ ରକ୍ତଦାନ ଶିବିର, ୬୦ ୟୁନିଟ ରକ୍ତ ସଂଗୃହୀତ
ସମ୍ବଲପୁର: ସମ୍ବଲପୁର ପ୍ରେସ କ୍ଲବରେ ସ୍ଥାନୀୟ ସିଦ୍ଧି ବିନାୟକ ପୂଜା କମିଟି ପକ୍ଷରୁ ଆଜି ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୧୨ ବର୍ଷ ହେବ ପ୍ରତିବର୍ଷ ଗଣେଶ ପୂଜା ଅବସରରେ ରକ୍ତଦାନ କରି ଅନୁଷ୍ଠାନର ଯୁବକ ମାନେ ସମାଜ ପାଇଁ ନିଜର ଉତ୍ତରଦାୟୀତ୍ୱ ନିର୍ବାହନ!-->…
Read More...
Read More...