ଟ୍ରାକ୍ଟର ଚପାରେ ଡ୍ରାଇଭର ମୃତ

ଚମ୍ପୁଆ: ଚମ୍ପୁଆ ଥାନା ଅନ୍ତର୍ଗତ ବଡନଇ ଗ୍ରାମରେ ଗତ ରାତି ଏକ ଅଭାବନୀୟ ଘଟଣା ଘଟିଯାଇଛି । ଟ୍ରାକ୍ଟରଟି ରାସ୍ତା କଡକୁ ପଶି ଯିବାରୁ ଚାଳକ ଖସିପଡି ତାର ମୃତ୍ୟୁ ହୋଇଥିବା ଜଣାଯାଇଛି । ଏ ନେଇ ଚମ୍ପୁଆ ପୋଲିସ ପକ୍ଷରୁ କେସ ନମ୍ବର ୧୫୦/୨୦୨୩ ରୁଜୁ କରି ଟ୍ରାକ୍ଟରକୁ ଜବତ କରିବା ସହ ମୃତଦେହକୁ…
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ନୂଆଁଖାଇ ଧୁମ୍‌ ଧାମରେ ପାଳିତ

ସୁବର୍ଣ୍ଣପୁର:ଆଜି ସମଗ୍ର ପଶ୍ଚିମ ଓଡିଶାରେ ପାଳିତ ହୋଇଛି ଗଣପର୍ବ ନୂଆଖାଇ । ଏଥିପାଇଁ ଆଜି ସାରା ପଶ୍ଚିମ ଓଡିଶା ବେଶ ଚଳଚଞ୍ଚଳ ହୋଇଉଠିଥିଲା । ଏହା ଏକ କୃଷି ଭିତ୍ତିକ ଲୋକପର୍ବ ହେଇଥିବା ବେଳେ ଚାଷୀ ତା ନିଜ ଉତ୍ପାଦିତ ବର୍ଷର ପହିଲି ଶସ୍ୟକୁ ନିଜର ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିଥାଏ ।…
Read More...

ଏବର୍ଷ ହରଗୌରୀ ଯାତ୍ରାରେ ଖର୍ଚ୍ଚ ହେବ ୨୫ଲକ୍ଷ ଟଙ୍କା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରର ପ୍ରସିଦ୍ଧ ହରଗୌରୀ ଯାତ୍ରା ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖ ଠାରୁ ୪ନଭେମ୍ବର ପର୍ଯ୍ୟନ୍ତ ସହରର ଢେରାପଡା ଠାରେ ଆୟୋଜିତ ହେବ । ଏଥିପାଇଁ ଆଜି ସ୍ଥାନୀୟ ବୁଢ଼ିମା କଲ୍ୟାଣ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତି ୨ବର୍ଷରେ ଥରେ…
Read More...

ପ୍ରମିଳା ମଲ୍ଲିକ ହେଲେ ବିଜେଡିର ବାଚସ୍ପତି ପ୍ରାର୍ଥୀ

ଭୁବନେଶ୍ୱର: ଯାଜପୁର ବିଞ୍ଛାରପୁର ବିଧାୟିକା ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଛି | ନୂଆଁଖାଇ ପାଇଁ ୨୧ ପରିବର୍ତ୍ତେ ୨୨ ତାରିଖରେ ବାଚସ୍ପତି ନିର୍ବାଚନ ହେବ । ୨୧ ତାରିଖରେ ନାମାଙ୍କନ ଦାଖଲ ହେବାକୁ ଥିବା…
Read More...

ଗଣେଶ ପୂଜାରେ ବାସି ଭୋଗ ଖାଇ ୫୦ରୁ ଊଦ୍ଧ୍ୱର୍ ଗୁରୁତର

ହରଭଙ୍ଗା:ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଳେଶ୍ୱର ପଞ୍ଚାୟତ ଅନ୍ତର୍ଗତ ମୂଷାଢ଼ ଗ୍ରାମରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି । ଗୋଟିଏ ପଟେ ପଶ୍ଚିମ ଓଡିଶା କୃଷି ଭିତ୍ତିକ ଗଣ ପର୍ବ ମହା ଆନନ୍ଦରେ ପାଳିତ ହେଉଥିବା ବେଳେ ଅନ୍ୟ ପଟେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ୫୦ରୁ ଉଦ୍ଧ୍ୱର୍ ଶିଶୁ ଓ…
Read More...

ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପୀଠରେ ଲାଗିଲା ନବାନ୍ନ

ବୌଦ୍ଧ,୨୦/୯:- ସମଗ୍ର ପଶ୍ଚିମ ଓଡିଶା ଆଜି ପାଳନ କରୁଛି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏହି ଅବସରରେ ଆଜି ବୌଦ୍ଧ ଜିଲ୍ଳା ପୁରପଲ୍ଲୀ ଉତ୍ସବ ମୁଖର ଓ ଚଳଚଞ୍ଚଳ ହୋଇପଡିଛି । ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପୀଠରେ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ସକାଳ ୮ ଟାରେ ନବାନ୍ନ ଲାଗି…
Read More...

ଗଣେଶ ମେଢ ବିସର୍ଜନ ବେଳେ ନାଗାବଳି ନଦୀରେ ଅଘଟଣ,ମା’ ସମ୍ମୁଖରେ ଭାସିଗଲା ପୁଅ

ରାୟଗଡା: ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଘଟିଲା ଅଘଟଣ । ରାୟଗଡାର ନାଗାବଳି ନଦୀରେ ମୂର୍ତ୍ତି ବିସର୍ଜନ ସମୟରେ ମା' ସମ୍ମୁଖରେ ଭାସିଗଲା ୩୨ ବର୍ଷର ପୁଅ । ଆଉ ନଦୀରେ ନିଖୋଜ ପୁଅକୁ ଖୋଜାଖୋଜି କରୁଛି ରାୟଗଡା ଅଗ୍ନିଶମ ବାହିନୀ । ନିଖୋଜ ଜଣକ ରାୟଗଡା ଥାନା ଅନ୍ତର୍ଗତ ମାଙ୍କଡ଼ଝୋଲା ଗ୍ରାମର…
Read More...

ବନ୍ଦେ ଭାରତ ଫାଇନାଲ ଟ୍ରାଏଲ

ପୁରୀ : ପୂର୍ଣ୍ଣ ଟ୍ରାଏଲରେ ରନ କରିଛି ରାଜ୍ୟରେ ଗଡିବାକୁ ଥିବା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ଆଜି ଭୋର ୫ଟାରୁ ଟ୍ରାଏଲ ରନ ଆରମ୍ଭ କରିଛି ଏହି ସେମି ହାଇସ୍ପିଡ଼ ଟ୍ରେନ । ପ୍ରାୟ ୬ ଘଣ୍ଟାରେ ରାଉରକେଲା ପହଁଚିବାକୁ ଥିବା ଏହି ଏକ୍ସପ୍ରେସ ଟ୍ରେନଟି ପରେ ଅହରାହ୍ଣ ୨ଟା ୧୦ରେ…
Read More...

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଦାହ ଲୀଳା ନୀତି

ପୁରୀ: ଶ୍ରୀକୃଷ୍ଣ ଜନ୍ମ ଅବସରରେ ଆଜି ଶ୍ରୀମନ୍ଦିରରେ ଦାହ ଲୀଳା ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ସଂଧ୍ୟାଧୂପ ବଢିବା ପରେ ଦାହଲୀଳା ନୀତି କରାଯିବ । ସେହିପରି ଆଜି ରୁଷି ପଞ୍ଚମୀ ଯୋଗୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତି ରହିଛି । ଆଜି ସକାଳ ଧୂପ ବଢିବା ପରେ ମହାଲକ୍ଷ୍ମୀ…
Read More...

ମୋ ବସ୍‌-କାର ମୁହାଁମୁହିଁ ଧକ୍କା; ଜଣେ ମୃତ, ୧୫ ଗୁରୁତର

ପୁରୀ : ପୁରୀ ବାଲିଘାଇ ଛକ ନିକଟରେ ମୋ ବସ୍‌ ବ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ସମସ୍ତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଚିକିତ୍ସାଧିନ ଅବସ୍ଥାରେ କାର ଚାଳକଙ୍କର…
Read More...