ଲୋକ କଳାକାରଙ୍କ ପାରିଶ୍ରମିକ ବୃଦ୍ଧି, ସରକାରଙ୍କୁ ପ୍ରଶଂସା କଲା ନିଖିଳ ଉତ୍କଳ ଓଡ଼ିଶୀ ସଙ୍କୀର୍ତ୍ତନ ମହାସଂଘ
ପୁରୀ : ନିକଟରେ ରାଜ୍ୟ ସରକାର ଲୋକ କଳାକାରଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି । କଳାକାର ଓ କଳାକୁ ଆଗକୁ ବଢ଼ିବାରେ ଏହା ନିଶ୍ଚିନ୍ତ ପ୍ରେରଣା ଯୋଗାଇବା । ତେଣୁ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛି ନିଖିଳ ଉତ୍କଳ ଓଡ଼ିଶୀ ସଙ୍କୀର୍ତ୍ତନ ମହାସଂଘ । ଏ ନେଇ ଆଜି ଆୟୋଜିତ ଏକ!-->…
Read More...
Read More...