ବୃକ୍ଷକଟା ପ୍ରତିବାଦରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା
ପାଟଣାଗଡ:ରାସ୍ତା ପ୍ରଶସ୍ତିକରଣ ନାଁରେ ଶହ ଶହ ବର୍ଷର ପୁରୁଣା ବୃକ୍ଷ କାଟୁଥିବାରୁ ପରିବେଶ ପ୍ରତି ବିପଦ ସଙ୍କେତ । ଦିନ ଥିଲା ପାଟଣା ମହାରାଜ ବଳରାମ ସିଂଦେଓ ଶାସନ କରୁଥିଲେ । ତାଙ୍କ ରାଜୁଡ଼ା ଅମଳରେ ରାଜାଙ୍କ ନିର୍ଦ୍ଦେଶ ମୁତାବକ ପ୍ରଜାମାନେ କାମ କରୁଥିଲେ । ରାଜାଙ୍କ ନିର୍ଦ୍ଦେଶ!-->…
Read More...
Read More...