ବିପୁଳ ପରିମାଣରେ ଦେଶୀ ମଦ ନଷ୍ଟ କଲା ଅବକାରୀ ବିଭାଗ

କଟକ:ଆଠଗଡ ବନଖଣ୍ଡ ଅନ୍ତର୍ଗତ ଡାଳୁଆ ଏବଂ ଖଣ୍ଡୁଆଳି ସଂରକ୍ଷିତ ଜଙ୍ଗଲରେ ଚାଲିଥିବା ଦେଶୀମଦ କାରଖାନା ଉପରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀମଦ ଓ ମଦ ପ୍ରସ୍ତୁତ ପାଇଁ ରହିଥିବା ଗୁଡ଼ପୋଚ ଜବତ କରି ତାକୁ ଘଟଣା ସ୍ଥଳରେ ନଷ୍ଟ କରିଥିବା ଜଣାପଡିଛି । ଜିଲ୍ଲା…
Read More...

ଗତିକେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ +୩ ଡିଗ୍ରୀ କଲେଜର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମଳିସାହି ଗତିକେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି ବିଧାୟକ ରମେଶ ଚନ୍ଦ୍ର ବେହେରା । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଅନୁଦାନ ରାଶିରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ…
Read More...

ଜାତୀୟ କ୍ରୀଡା ଦିବସ ପାଳିତ

ପୁରୀ : କିମ୍ବଦନ୍ତୀ କ୍ରିଡାବିତ ଧ୍ୟାନଚାନ୍ଦଙ୍କ କ୍ରୀଡା ପ୍ରତିଭା ଅତୁଳନୀୟ । ସମଗ୍ର ବିଶ୍ୱ ତାଙ୍କ ଚମତ୍କାର କ୍ରୀଡା ନୈପୁଣ୍ୟରେ ଅଭିଭୂତ ହୋଇଥିଲା । ତେଣୁ ଯେବେ ଯାଏ ପୃଥିବୀରେ କ୍ରୀଡା ଚାଲିଥିବ ସେବେ ଯାଏ ଧ୍ୟାନଚାନ୍ଦ ଅମର ରହିଥିବେ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି ।ଜାତୀୟ…
Read More...

ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ୍‌ଙ୍କ ଦିନିକିଆ ନୂଆପଡ଼ା ଜିଲ୍ଲା ଗସ୍ତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ ଆସି ନୂତନ ଦାଥୁନାମା କ୍ୟାମ୍ପ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ବେଳେ କ୍ୟାମ୍ପ ଆସିଷ୍ଟାଣ୍ଟ କମାଣ୍ଡଡେଣ୍ଟ ଉପସ୍ଥିତ ରହିଥିଲେ । ଗତକାଲି ରାୟପୁର ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ…
Read More...

ସୁନା ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ ସହ ଗୁଳିମାଡ଼,ଲୁଟିନେଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍‌

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ଡକାୟତି । ବାଲିଗୁଡ଼ା ବଜାର ନେହେରୁ ଛକ ସ୍ଥିତ ମା'ପାଟ୍ଟଖଣ୍ଡା ଅଳଙ୍କାର ଦୋକାନ ମାଲିକଙ୍କ ହାତକୁ ଖଣ୍ଡାରେ ଆକ୍ରମଣ କରିବା ସହ ଗୁଳିକରି ହାତରୁ ଦୁର୍ବୃତ୍ତ ଝାମ୍ପିନେଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍‌ । ବ୍ୟବସାୟୀ ସୁବାଷ ଆଚାରୀ ଗୁରୁତର…
Read More...

ମୁହାଁମୁହିଁ ଧକ୍କା ହେଲା ଦୁଇ ବାଇକ୍‌, ସମିତି ସଭ୍ୟାଙ୍କ ସ୍ୱାମୀ ମୃତ,୫ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ପତୋରା ପାଣିଟାଙ୍କି ନିକଟରେ ଦୁଇ ବାଇକ ମୁହାଁମୁହିଁ ହୋଇଛି । ଏଥିରେ ଚୁଲାଭାଟ ସମିତିସଭ୍ୟାଙ୍କ ସ୍ୱାମୀ ଜୟ ସାହୁଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ୫ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଆଜି ପତୋରା ପାଣିଟାଙ୍କି ନିକଟରେ ବାଇକ…
Read More...

ଦ୍ୱାରବନ୍ଧ ଓ ଝରକା ବୋଝେଇ କାଠ ପିକଅପ ଭ୍ୟାନ ଜବତ, ଦୁଇ ଗିରଫ

ପାଟଣାଗଡ : ପାଟଣାଗଡ଼ ରେଞ୍ଜ ଲରମ୍ଭା ଅନ୍ତର୍ଗତ ଦମକିପାଲି ଓ ଡଙ୍ଗବାହଲ ରାସ୍ତାରେ ଗତକାଲି ରାତ୍ରୀ ସମୟରେ ଲରମ୍ଭା ସେକସନ ଫରେଷ୍ଟର ପ୍ରିୟବ୍ରତ ନାୟକ ଓ ତାଙ୍କ ଷ୍ଟାପ ପେଟ୍ରୋଲିଂ କରୁଥିବା ସମୟରେ ବନ ବିଭାଗ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏକ ମିନି ପିକଅପ ଭ୍ୟାନକୁ ଅଟକାଇ ଯାଞ୍ଚ…
Read More...

ପାରଳା ବିଧାୟକଙ୍କ ତେଲେଙ୍ଗାନା ରାଜ୍ୟରେ ବିଜେପି ପାଇଁ ପ୍ରଚାର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ଦ୍ଦେଶ ଅନୁସାରେ ଓଡିଶାରୁ ଯାଇ ତେଲେଙ୍ଗାନାରେ ବିଜେପି ପାଇଁ ପ୍ରଚାର କରିବା ସହ ଆସନ୍ତା ନିର୍ବାଚନ ପାଇଁ ଦଳୀୟ ରଣନୀତି ପ୍ରସ୍ତୁତ କରୁଛନ୍ତି ।…
Read More...

କୂଅରେ ପଡି ଯୁବକ ମୃତ

ବୌଦ୍ଧ,୨୮/୮:- ବୌଦ୍ଧ ଥାନା ଦେବଗଡ ଗ୍ରାମରେ ଆଜି ଅପରାହ୍ନ ସମୟରେ ଏକ ଅଘଟଣ ଘଟିଯାଇଛି । ବାଡି ପଟରେ ଥିବା କୂଅକୁ ଗାଧୋଇବାକୁ ଯାଇଥିବାବେଳେ କୂଅରେ ଖସିପଡି ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ଗ୍ରାମର ବିଭୁଧେନ୍ଦ୍ର ମାଝୀ (୫୦…
Read More...

ସ୍କୁଟି ଉପରେ ମାଡିଗଲା ଟ୍ରକ, ସ୍କୁଟି ଚାଳକ ମୃତ

ଦଶପଲ୍ଲା : ସ୍କୁଟି ଉପରେ ମାଡିଗଲା ଟ୍ରକ, ସ୍କୁଟି ଚାଳକ ମୃତ । ମୃତ ସ୍କୁଟି ଚାଳକ ଜଣକ ତାରସିଂ ଥାନା ଅନ୍ତର୍ଗତ ଗେରଡ଼ା ଗ୍ରାମର ପିତାମ୍ବର ପଣ୍ଡା ବୋଲି ଜଣାପଡିଛି । ଦଶପଲ୍ଲା ଥାନା ଅନ୍ତର୍ଗତ ରେଭ୍ୟୁନୁ ବଙ୍ଗଳା ନିକଟରେ ସ୍କୁଟିକୁ ଧକ୍କା ଦେଲା ଟ୍ରକ । ୫୭ ନଂ ଜାତୀୟ ରାଜପଥ ଦେଇ…
Read More...