ଚୁନାର ଷ୍ଟେସନରେ ବଡ଼ ଦୁର୍ଘଟଣା, ଟ୍ରେନ୍ ଧକ୍କାରେ ୬ ଭକ୍ତଙ୍କ ମୃତ୍ୟୁ
ମିର୍ଜାପୁର: ବୁଧବାର ସକାଳେ ଚୁନାର ରେଳ ଷ୍ଟେସନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରେଳପଥ ପାର ହେଉଥିବା ସମୟରେ ହାଓଡ଼ା-କାଲକା ମେଲ୍ ଟ୍ରେନ୍ ଧକ୍କାରେ ୬ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମୃତଦେହ ଏତେ ବିକୃତ ହୋଇଥିଲା ଯେ ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର। ଜିଆରପି ଏବଂ ଆରପିଏଫ!-->…
Read More...
Read More...