ଚିନ୍ତାମଣି ବିଦ୍ୟାଳୟ ପୀଠରୁ ଚୋରି

ନୂଆଗାଁ : ନୟାଗଡ ଜିଲ୍ଲା ମାଇଛେଳି ପଞ୍ଚାୟତ ମଧ୍ୟରେ ଥିବା ଚିନ୍ତାମଣି ବିଦ୍ୟାପୀଠ ମଧ୍ୟରୁ ଗତରାତିରେ କମ୍ପ୍ୟୁଟର ଲ୍ୟାବ ରୁମ ତାଲାଭଙ୍ଗି ୨ଜଣ ଦୁର୍ବୃତ୍ତ ସିସିଟିଭି ଭାଙ୍ଗିବା ସହିତ ୨ଟି ମନିଟର ନେଇଯାଇଥିବାର ସୂଚନା ମିଳିଛି । ଏହାର ଭିଡିଓ ସ୍କୁଲ ପରିସରରେ ଲାଗିଥିବା ସିସିଟିଭିରେ କଏଦ
Read More...

ବଜ୍ରାଘାତ ନେଲା ୯ ଗୋଟି ଛେଳିର ଜୀବନ, ସରକାରୀ ସହାୟତା ପାଇଁ ପ୍ରଶାସନକୁ ଗୁହାରି

ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମ ପଞ୍ଚାୟତ ମାଲପଡା ଗ୍ରାମଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଦିନିଆ ଝଡ଼ ବର୍ଷା ଓ ବଜ୍ରପାତରେ ଚୈତନ ବାଗଙ୍କର ନଅ ଗୋଟି ଛେଳିର ମୃତ୍ୟୁ ହୋଇଛି । ଚୈତନ ବାଗ ଛେଳି ଚାଷ କରି ନିଜ ପାଞ୍ଚ ପରିବାରର ଭରଣ
Read More...

ଭଙ୍ଗାଗଲା ବଡଆଖଡ଼ା ମଠର ବଳକା ପଛ ପାର୍ଶ୍ୱ ପୁରୁଣା କୋଠା

ପୁରୀ : ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବଡଆଖଡ଼ା ମଠର ବଳକା ପଛ ପାର୍ଶ୍ୱ ପୁରୁଣା କୋଠା ଆଜି ଭଙ୍ଗାଯାଉଛି । ମାଜିଷ୍ର୍ଟ୍ରେଟ, ପୋଲିସ ଅଧିକାରୀ, ଅଗ୍ନିଶମ ଅଧିକାରୀଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କରାଯାଉଛି । ଚେନ ମାଉଣ୍ଟେନ୍‌ ଓ ଜେସିବି ମେସିନ ସାହାଯ୍ୟରେ ଏହି
Read More...

ମୋଦିଙ୍କ ପ୍ରଶଂସାରେ ଅଷ୍ଟ୍ରେଲିଆର ବଡ ବଡ ବ୍ୟକ୍ତିତ୍ୱ

ସିଡନୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ମଙ୍ଗଳବାର ତାଙ୍କର ଭ୍ରମଣର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲିଆର ବରିଷ୍ଠ ଶିଳ୍ପପତିମାନଙ୍କୁ ଭେଟିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲୀୟ ଶିଳ୍ପପତିମାନଙ୍କୁ ଭାରତରେ ନିବେଶ
Read More...

ଆଜି ପ୍ରଥମ କ୍ୱାଲିଫାୟର ମ୍ୟାଚ ଖେଳିବେ ସିଏସ୍‌କେ-ଜିଟି

ଚେନ୍ନାଇ:ଆଇପିଏଲ ୨୦୨୩ର ୧୬ ତମ ସିଜନରେ ମଙ୍ଗଳବାରଠାରୁ ପ୍ଲେ ଅଫ ମ୍ୟାଚ ଖେଳାଯିବ। ତେବେ ଏହି ସିଜନର ପ୍ରଥମ କ୍ୱାଲିଫାୟର ମ୍ୟାଚ ଆଜି ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)କୁ ଭେଟିବ ଗୁଜୁରାଟ ଟାଇଟାନ୍ସ (ଜିଟି)। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ
Read More...

ଟ୍ରକ୍‌ ଧକ୍କାରେ ବସ୍‌ ଚୁରମାର;୭ମୃତ, ୧୩ ଗୁରୁତର

ପୁଣେ: ମହାରାଷ୍ଟ୍ରର ନାଗପୁର-ପୁଣେ ଜାତୀୟ ରାଜପଥରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ ଏକ ଯାତ୍ରୀବାହୀ ବସ୍‌ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍‌ରେ ଥିବା ଯାତ୍ରୀଙ୍କ ମଦ୍ୟରୁ ଘଟଣାସ୍ଥଳରେ ୭ ଜଣଙ୍କ
Read More...

ଗଂଜେଇ ମାମଲାରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ହରଭଙ୍ଗା : ଜାତୀୟ ରାଜପଥ ନମ୍ବର୍‌ ୫୭ର ବୌଦ୍ଧ ଥାନା ରାମ୍ଭିକଟା ଗ୍ରାମ ନିର୍ମାଣାଧିନ ଟୋଲ ଗେଟ୍‌ ନିକଟରୁ ଗତକାଲି ଏକ ଗ୍ଲେମୋର୍‌ ବାଇକ୍‌ ସହ ଜବତ୍‌ ହୋଇଥିବା ୨୨ କେଜି ୧୦୦ ଗ୍ରାମ୍‌ ଗଂଜେଇ ଜବତ୍‌ ମାମଲାର ୩ ଅଭିଯୁକ୍ତଙ୍କୁ ବୌଦ୍ଧ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
Read More...

ଜଙ୍ଗଲରୁ ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ବାଲିଗୁଡ଼ା: ନିଖୋଜ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାଦେକେତା ଗାଁ ନିକଟସ୍ଥ ଜଙ୍ଗଲରୁ ଜଣେ ଯୁଵକଙ୍କ ଗଳିତ ଶବ ଉଦ୍ଧାର କରିଛି ବାଲିଗୁଡ଼ା ପୋଲିସ । ଶବ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ମୃତଦେହ ପଠାଯାଇଛି । ସମ୍ପୃକ୍ତ ଯୁବତୀଙ୍କ ଗଳିତ ଶବ ଠାବ ପରେ
Read More...

ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ,୨୨/୫:- ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଏକ ବିଶେଷ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ସ୍ଥାନୀୟ ଟାଉନହଲ ଠାରେ ଅନୁଷ୍ଠିତ ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ତରଫରୁ କନ୍ଧମାଳ ଲୋକସଭାର ପ୍ରଭାରୀ ଶ୍ରୀ
Read More...

ମଥୁରା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱାସ୍ଥ୍ୟମେଳା

ହରଭଙ୍ଗା,୨୨/୫:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ଉପସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍ୱାସ୍ଥ୍ୟ ମେଳାରେ ଶତାଧିକ ଲୋକଙ୍କ ବ୍ଲଡପ୍ରେସର, ଡାଇବେଟିସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍‌୍ୟଗତ ସମସ୍ୟାର ପରୀକ୍ଷଣ କରାଯାଇ
Read More...