ଭଙ୍ଗାଗଲା ବଡଆଖଡ଼ା ମଠର ବଳକା ପଛ ପାର୍ଶ୍ୱ ପୁରୁଣା କୋଠା

0 200

ପୁରୀ : ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବଡଆଖଡ଼ା ମଠର ବଳକା ପଛ ପାର୍ଶ୍ୱ ପୁରୁଣା କୋଠା ଆଜି ଭଙ୍ଗାଯାଉଛି । ମାଜିଷ୍ର୍ଟ୍ରେଟ, ପୋଲିସ ଅଧିକାରୀ, ଅଗ୍ନିଶମ ଅଧିକାରୀଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କରାଯାଉଛି । ଚେନ ମାଉଣ୍ଟେନ୍‌ ଓ ଜେସିବି ମେସିନ ସାହାଯ୍ୟରେ ଏହି ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା । ଏହି ମଠର ମୁଖ୍ୟ ମନ୍ଦିର, ବିଜେ ସ୍ଥଳୀକୁ ବାଦ୍‌ ଦେଇ ଅବଶିଷ୍ଟ ଅଂଶ ଭଙ୍ଗାଯାଉଛି । ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ବାହ୍ୟ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଦ୍ରୁତ ଗତିରେ ଆଗେଇ ଚାଲିଛି ଉଚ୍ଛେଦ କାର୍ଯ୍ୟ ।

hiranchal ad1
Leave A Reply

Your email address will not be published.

eighteen + twenty =