ତିଲେଶ୍ୱର ପଞ୍ଚାୟତରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ
୧୪୪ଟି ଅଭିଯୋଗ ତୁରନ୍ତ ସମାଧାନ, ୪୪ଜଣଙ୍କୁ ୨,୭୦,୦୦୦ଟଙ୍କା

ହରଭଙ୍ଗା,୧୫/୫:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ତିଲେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ , ଅତିରିକ୍ତ ଆରକ୍ଷୀ
Read More...

ନୂଆପଡା ପୋଲିସ ପକ୍ଷରୁ ଜନସମ୍ପର୍କ ଶିବିର

ସିନାପାଲି,୧୪/୫:- ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଉପାନ୍ତ ଅଂଚଳ ନଙ୍ଗଲବୋଡ଼ ଘଟମାଲ ଗ୍ରାମପଞ୍ଚାୟତ ଭଟାପଡା ଠାରେ ନୂଆପଡା ପୋଲିସ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ନୂଆପଡା ଏସ ପି ରାଘବେନ୍ଦ୍ର ରେଡି ଯୋଗ ଦେଇ ନାଗରିକଙ୍କୁ ସଚେତନ କରିବାସହ
Read More...

ମାଁ ଭୈରବୀ ମହୋତ୍ସବ ପ୍ରସ୍ତୁତି ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

ହରଭଙ୍ଗା,୧୪/୫:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ମାଁ ଭୈରବୀ ମହୋତ୍ସବ ୨୦୨୩ର ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବାସହ କମିଟିର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପ୍ରଥମେ
Read More...

ବିଜୁଳି କର୍ମଚାରୀ ସଙ୍ଘର ବାର୍ଷିକ ଅଧିବେଶନ ଅନୁଷ୍ଠିତ

ବୌଦ୍ଧ,୧୪/୫:- ଏଆଇଟିୟୁସି ସହବନ୍ଧିତ ବିଜୁଳି କର୍ମଚାରୀ ସଂଘ ବୌଦ୍ଧ ଡ଼ିଭିଜନର ବାର୍ଷିକ ଅଧିବେଶନ ଆଜି ବୌଦ୍ଧସି୍ଥତ କର୍ମଚାରୀ ଭବନ ଠାରେ ସଂଗଠନର ରାଜ୍ୟ ଉପସଭାପତି ଭ୍ରମରବର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦକ୍ଷିଣାଞ୍ଚଳ ଜୋନ ସମ୍ପାଦକ ସାଥି ଦୁର୍ଗାପ୍ରସାଦ ନନ୍ଦ,
Read More...

ଗଜପତି ଜିଲ୍ଲା କଂଗ୍ରେସର ବିଜୟ ଉତ୍ସବ ପାଳିତ

ପାରଳାଖେମୁଣ୍ଡି,୧୪/୫:- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଗତକାଲି ସନ୍ଧ୍ୟାରେ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଦଳର ନେତା କର୍ମୀମାନେ ଉପସ୍ଥିତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ
Read More...

ଶ୍ରୀ ରଘୁନାଥଜୀଉଙ୍କ ପୀଠରେ ଭଉଁରୀ ଯାତ୍ରା ଅନୁଷ୍ଠିତ

ଓଡ଼ଗାଁ,୧୪/୫ :- ଓଡ଼ଗାଁରେ ବିଜେ ଶ୍ରୀ ରଘୁନାଥଜୀଉଙ୍କ ପୀଠରେ ଚନ୍ଦନଯାତ୍ରା ସହିତ ଭଉଁରୀ ଖେଳ ସମାପ୍ତ ହୋଇଥିବାବେଳେ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ଶନିବାର ଅପରାହ୍ନ ସମୟରେ ପ୍ରଭୁ ଶ୍ରୀ ରାମ, ଅନୁଜ ଲକ୍ଷ୍ମଣ, ପତ୍ନୀ ସୀତା, ଭକ୍ତ ହନୁମାନ ଓ ରାମେଶ୍ୱର ମହାଦେବ ରାଧାକାନ୍ତ ମଠରେ
Read More...

ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରା ଉଦଯାପିତ : ପଞ୍ଚ ଠାକୁରାଣୀଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ

ବାଲିଗୁଡା,୧୫/୫:- କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡା ଠାକୁରାଣୀଙ୍କ ଐତିହାସିକ ଠାକୁରାଣୀ ଯାତ୍ରା ମା' ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଏପ୍ରିଲ ୨୩ ତାରିଖ ଠାରୁ ଆରମ୍ଭ ହୋଇ ଚଳିତ ମାସ ୧୩ ତାରିଖ ଦୀର୍ଘ ୨୧ ଦିନ ଧରି ଆୟୋଜିତ ହେବା ପରେ
Read More...

ସରକାରୀ ସହାୟତା ଅପେକ୍ଷାରେ ଭାରତୀ,୪ ବର୍ଷ ହେଲା ପଡ଼ିରହିଛନ୍ତି ଖଟରେ

ଜହ୍ନ ।ପଙ୍କ,୧୪/୫:- ବୌଦ୍ଧବ୍ଲକ ବାଉଁଶୁଣି ପଞ୍ଚାୟତ ଅନ୍ତର୍ଗତ ବଉଦିଆପଡ଼ା ଗ୍ରାମର ଭାରତୀ ମେହେର (୩୦) ଦୀର୍ଘ ୪ ବର୍ଷ ହେଲା ଶଯ୍ୟାଶାୟୀ ହୋଇ ପଡ଼ିରହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଭାରତୀ ପୂର୍ବରୁ ବରଗଡ଼ ଜିଲ୍ଲା ବରପାଲି ଗ୍ରାମରେ ବିବାହ କରିଥିଲେ । ବିବାହର ୨ ବର୍ଷ ପରେ
Read More...

ଅବସରପ୍ରାପ୍ତ ସୈନିକ କେଶବ ମାହାରଙ୍କ ପରଲୋକ

ହରଭଙ୍ଗା,୧୪/୫:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରସର । ଗ୍ରାମର ଅବସରପ୍ରାପ୍ତ ଭାରତୀୟ ସୈନିକ କେଶବ ଚନ୍ଦ୍ର ମାହାରଙ୍କ ୭୧ ବର୍ଷ ବୟସରେ ଶନିବାର ଦିନ ୨ ଘଣ୍ଟା ସମୟରେ ନିଜ ବାସଗୃହରେ ପରଲୋକ ହୋଇଯାଇଛି । ସେ ୧୯୭୦ ମସିହାରେ ଭାରତୀୟ ସେନାରେ ଯୋଗଦେଇ ୧୯୯୪ ମସିହାରେ ଅବସର ଗ୍ରହଣ କରିଥିଲେ
Read More...

ପୁଣି ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର: ଆସନ୍ତାକାଲି ୭ ଜିଲ୍ଲାକୁ ବନ୍ଦ ଡାକରା ଦେଇଛି ମାଓ ସଙ୍ଗଠନ

ବାଲିଗୁଡ଼ା,୧୪/୫:- କନ୍ଧମାଳ ଜିଲ୍ଲାରେ ପୁଣି ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲା ଲାଲ୍‌ବାହିନୀ । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ନମ୍ବର ଜାତୀୟ ରାଜପଥର ଏକାଧିକ ସ୍ଥାନରେ ଲାଲ୍‌ ବ୍ୟାନର ଓ ପୋଷ୍ଟର ମାଓ ସଂଗଠନ ପକ୍ଷରୁ ଜାରି କରାଯାଇଥିବାବେଳେ କୋଟଗଡ଼ ଥାନା ବଣ୍ଡାପିପିଲି ରାଜ୍ୟ
Read More...