ଭିକ୍ଷୁକ ଓ ମାନସିକ ବିକାରଗ୍ରସ୍ତଙ୍କୁ ଉଦ୍ଧାର ଓ ଥଇଥାନ ସ୍ୱତନ୍ତ୍ର ଅଭିଯାନ, ପ୍ରଥମ ଦିନ ଉଦ୍ଧାର ହେଲେ ୨୧ଜଣ
ପୁରୀ: ଚଳିତ ବର୍ଷର ରଥଯାତ୍ରା ସମୟରେ ଆସି ପୁରୀ ସହରର ବିଭିନ୍ନ ଗଳି କନ୍ଦି, ଷ୍ଟେସନ, ବସଷ୍ଟାଣ୍ଡ ଓ ସମୁଦ୍ର କୂଳ ଇତ୍ୟାଦିରେ ଭିକ୍ଷୁକ ଓ ମାନସିକ ବିକାରଗ୍ରସ୍ତ ଲୋକ ରହିଯାଇଛନ୍ତି । ଏମାନଙ୍କୁ ଉଦ୍ଧାର କରି ଥଇଥାନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୨ଦିନିଆ ସ୍ପେଶାଲ ଡ୍ରାଇଭ୍!-->…
Read More...
Read More...