ପ୍ରବୀଣ କୁମାରଙ୍କ କାରକୁ ଧକ୍କା ଦେଲା ଟ୍ରକ୍, ସାଥୀରେ ଥିଲେ ପୁଅ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ପ୍ରବୀଣ କୁମାର ମଙ୍ଗଳବାର ରାତିରେ ମେରୁଟରେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଦ୍ରୁତବେଗରେ ଆସୁଥିବା ଏକ ଟ୍ରକ ତାଙ୍କ କାର ଲ୍ୟାଣ୍ଡ ରୋଭର ଡିଫେଣ୍ଡରକୁ ଧକ୍କା ଦେଇଥିଲା । କାର ଦୁର୍ଘଟଣା ଘଟିବା ସମୟରେ ତାଙ୍କ ପୁଅ ମଧ୍ୟ!-->…
Read More...
Read More...