ହାତୀଦାନ୍ତ ବ୍ୟବସାୟକୁ ନେଇ ଦିନ ତମାମ୍ ନାକେଦମ୍ ବନବିଭାଗ,ଡାବୁ ପଇସା ବ୍ୟବସାୟ ପାଇଁ ବନବିଭାଗକୁ ଅସ୍ତ୍ର ସଜାଇଥିଲା…
ଦଶପଲ୍ଲା : ହାତୀ ଦାନ୍ତ ଓ ଚନ୍ଦନ କାଠ ବ୍ୟବସାୟକୁ ନେଇ ଗତ କିଛି ଦିନ ହେଲା ବନଖଣ୍ଡ ଅଧିକାରୀଙ୍କୁ ଦିଆଯାଉଥିଲା ସୂଚନା । ବନଖଣ୍ଡ ଅଧିକାରୀଙ୍କ ବିଶ୍ୱାସଭାଜନ ହେବାକୁ ହାତୀ ଦାନ୍ତ ଏବଂ ଚନ୍ଦନ କାଠର ଫଟୋ ମଧ୍ୟ ଦିଆଯାଇଥିଲା । ଏହାକୁ କାବୁ କରିବା ପାଇଁ ବନବିଭାଗ ଆରମ୍ଭ କରିଥିଲା ବ୍ଲୁ!-->…
Read More...
Read More...