୭୦ ଫୁଟ୍ ଖାଇକୁ ଖସିଲା କାର୍: ୨ ମୃତ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୀତାପୁର ଜିଲାର କମଳାପୁର ଅଞ୍ଚଳରେ ସୋମବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍ ନିୟନ୍ତ୍ରଣ ହରାଇ ୭୦ ଫୁଟ୍ ଖାଇକୁ ଖସିପଡିଛି। ଏହି ଦୁର୍ଘଟଣାରେ କାରରେ ଥିବା ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଦୁର୍ଘଟଣା!-->…
Read More...
Read More...