ଶ୍ରୀମନ୍ଦିରରୁ ବାହାରିଲା ନୀଳାଚଳ ଅବଢା, ଭକ୍ତ ଖୁସ୍
ପୁରୀ : ସବୁ ଉତ୍କଣ୍ଠାର ଅନ୍ତ ହୋଇଚି । ଶ୍ରୀ ମନ୍ଦିରରୁ ବାହାରିଛି ନିଳାଚଳ ଅବଢ଼ା । ଭକ୍ତ ନିଳାଚଳ ଅବଢ଼ା ପାଇଁ ବେଶ୍ ଆନନ୍ଦିତ ହୋଇଛନ୍ତି । ନୀଳାଚଳ ଅବଢ଼ା ପାଇବା ପାଇଁ ଭକ୍ତ ମାନେ ଆଜି ବହୁ ସମୟ ଅପେକ୍ଷାରେ ଥିଲେ । ସନ୍ଧ୍ୟା ୫ଟାରେ ନୀଳାଚଳ ଅବଢ଼ା ପାଇଛନ୍ତି ଭକ୍ତ । ନିଜର ବରାଦ!-->…
Read More...
Read More...