ଦୁର୍ନୀତି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ଚାକିରିରୁ ବିଦା ହେଲେ ୩ ଅଧିକାରୀ
ଭୁବନେଶ୍ୱର : ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ରହିଛି । ୯ ଜଣ ଅଧିକାରୀଙ୍କ ଉପରେ ହୋଇଚି କଡ଼ା କାର୍ଯ୍ୟାନୁଷ୍ଠାନ । ୩ ଜଣ ଚାକିରିରୁ ବରଖାସ୍ତ ହୋଇଥିବାବେଳେ ୬ ଜଣଙ୍କ ପେନ୍ସନ ସ୍ଥାୟୀ ଭାବେ ବନ୍ଦ କରାଯାଇଛି । ଏଥିରେ ବିଭିନ୍ନ!-->…
Read More...
Read More...