୩୦ଫୁଟ ରାସ୍ତା ତଳକୁ ଖସି ଘରେ ପଶିଲା କାର୍, ଜଣେ ମୃତ:
ସହାୟତା ପ୍ରଦାନ ପରେ ହଟିଲା ରାସ୍ତାରୋକ
ହରଭଙ୍ଗା,୧୪/୫:- ଆଜି ଭୋର୍ ୫ଟା ବେଳେ ୫୭ନଂ ଜାତୀୟ ରାଜପଥରେ ବୌଦ୍ଧ ପଟୁ ଚାରିଛକ ଦିଗକୁ ଯାଉଥିବା ଏକ କାର (ଓଡି୨୭ଏସ୍ ୭୯୧୮)ହରଭଙ୍ଗା ବ୍ଲକ ବୃନ୍ଦାବନ ଛକ ଠାରେ ଭାରସାମ୍ୟ ହରାଇ ୩୦ଫୁଟ ରାସ୍ତା ତଳକୁ ଖସି ଏକ ମହିଳାଙ୍କୁ ଧକ୍କା ଦେଇ ଘର ଭିତରକୁ ପଶିଯାଇଥିଲା ।ଧକ୍କା ଫଳରେ ଭୋରରୁ ଘର!-->…
Read More...
Read More...