ସୋନପୁର ମଡେଲ ଡିଗ୍ରୀ କଲେଜରେ ଜି-୨୦ ଭାରତ ଉପରେ ସେମିନାର ଅନୁଷ୍ଠିତ
ସୁବର୍ଣ୍ଣପୁର: ସୋନପୁର ସଦର ମଡେଲ ଡିଗ୍ରୀ କଲେଜଠାରେ ଜି-୨୦ ଭାରତ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଦେବାଶିଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସେମିନାରରେ ମୁଖ୍ୟ ଅତିଥି ଭାବେ କିସ୍ ୟୁନଭରସିଟିର କୁଳପତି ସସ୍ମିତା ସାମନ୍ତ ଯୋଗଦେଇଥିଲେ । ସମ୍ମାନିତ!-->…
Read More...
Read More...