ପାଇପ ଗୋଦାମରେ ଅଗ୍ନିକାଣ୍ଡ
ସମ୍ବଲପୁର:ସ୍ଥାନୀୟ ସମ୍ବଲପୁର ମହାନଗରରୁ ଅନତି ଦୂରସ୍ଥ ମାନେଶ୍ୱର ବ୍ଲକ ମୁଖ୍ୟାଳୟ ସ୍ଥିତ ପାଇପ ଗୋଦାମରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି । ସେଠାକାର ପାଞ୍ଚଟି ପଞ୍ଚାୟତରେ ଗ୍ରାମୀଣ ଜଳଯୋଗାଣ ପରିଯୋଜନା ପାଇଁ ଏସବୁ ପାଇପ କିଣି ଗଚ୍ଛିତ କରାଯାଇଥିଲା ।!-->…
Read More...
Read More...