ମଦନମୋହନ ହାଇସ୍କୁଲର ଶିକ୍ଷୟିତ୍ରୀ ନିଲମ୍ବିତ

ପୁରୀ : ପୁରୀ ଜିଲ୍ଲା ମାଟ୍ରିକ ପରୀକ୍ଷାରେ ଶୂନ୍ୟ ସହନଶୀଳତା । ପ୍ରଥମ ଦିନରେ ପରୀକ୍ଷାରେ ଅନିୟମିତତା କାରଣରୁ ମଦନମୋହନ ହାଇସ୍କୁଲର ଶିକ୍ଷୟିତ୍ରୀ ସ୍ମୃତିପ୍ରଜ୍ଞା ଗିରି ଚାକିରିରୁ ନିଲମ୍ବିତ । ଜିଲ୍ଲା ଶିକ୍ଷାଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି । କେନ୍ଦ୍ର ଅଧିକ୍ଷକଙ୍କ ବିରୁଦ୍ଧରେ
Read More...

ବିିଶ୍ୱ କିଡ୍‌ନୀ ଦିବସରେ ଆପୋଲୋ ହସ୍ପିଟାଲର ସଚେତନତା ୱାକାଥନ୍‌

ଭୁବନେଶ୍ୱର,୯/୩: ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ କିଡ୍‌ନୀ ସୁରକ୍ଷା ସମ୍ପର୍କରେ ସଚେତନତା ନିମନ୍ତେ ଏକ ୱାକାଥନ୍‌ ଆୟୋଜିତ ହୋଇଯାଇଛି । ବିଶ୍ୱ କିଡ୍‌ନୀ ଦିବସ ଅବସରରେ ଆୟୋଜିତ ଏହି ୱାକାଥନ୍‌କୁ ଆପୋଲୋ ହସ୍ପିଟାଲ ଭୁବନେଶ୍ୱରରସିଓଓ ଏବଂ ନିର୍ଦ୍ଦେଶକ ମେଡିକାଲ ସର୍ଭିସେସ୍‌ ଡାକ୍ତର
Read More...

ରେଳ ଲାଇନରେ ଯୁବକଙ୍କ ହାତ କଟିଗଲା

ପୁରୀ : ଆଜି ସନ୍ଧ୍ୟାରେ ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଆଶ୍ରମ ଛକ ନିକଟ ରେଳ ଲାଇନରେ ହାତ କଟିଯାଇ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପ୍ରଥମେ ତାଙ୍କ ପରିଚୟ ମିଳିନଥିଲା । ପରେ ତାଙ୍କୁ ପଚରାଉଚରା କରିବାରୁ ସେ ଚମାର ସାହିର କାଳନ୍ଦୀ ବେହେରା ବୋଲି
Read More...

ଜଳାଭାବ ଜନିତ ସମସ୍ୟା ଦୂର କରିବାକୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ନେଇ ବୈଠକ

ଫୁଲବାଣୀ :- ଚଳିତ ୨୦୨୩ ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା ପାଇବା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଏବଂ ଜଳକଷ୍ଟ ଦୂର କରିବା ଉଦ୍ଦେଶ୍ୟରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ,
Read More...

ନିଖିଳ ଓଡ଼ିଶା ଆଶା କର୍ମୀ ସ଼ଂଘ ପାଟଣାଗଡ଼ ଶାଖ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ପାଟଣାଗଡ଼ : ନିଖିଳ ଓଡ଼ିଶା ଆଶା କର୍ମୀ ସ଼ଂଘ ପାଟଣାଗଡ଼ ଶାଖା ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ନେଇ ଏକ ୫ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଅଜିତ କୁମାର ମେହେରଙ୍କ ଜରିଆରେ ପ୍ରଦାନ କରିଛନ୍ତି ।
Read More...

ଓଡିଶା ସୀମାନ୍ତ ରାସ୍ତା ନିର୍ମାଣକୁ ବିରୋଧ କଲା ଛତିଶଗଡ଼, ଦ୍ୱନ୍ଦ୍ୱରେ ଉଭୟ ରାଜ୍ୟ ପ୍ରଶାସନ

ସିନାପାଲି : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସୀମାନ୍ତ କୁସୁମଯୋର ପଂଚାୟତରେ ଏକ ରାସ୍ତା ନିର୍ମାଣକୁ ନେଇ ଉଭୟ ଓଡିଶା ଓ ଛତିଶଗଡ଼ ମଧ୍ୟରେ ପୁଣି ବିବାଦ ଦେଖା ଦେଇଛି । ଉଭୟ ପ୍ରଶାସନ ଏହି ରାସ୍ତାକୁ ନେଇ ଦ୍ୱନ୍ଦ୍ୱରେ ରହିଥିବା ବେଲେ ଆଜି ଛତିଶଗଡ଼ ଜନସାଧାରଣ ଏହାକୁ ତୀବ୍ର ବିରୋଧ
Read More...

ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ହୋଲି ଉତ୍ସବ ପାଳନ

ସୁବର୍ଣ୍ଣପୁର : ପବିତ୍ର ହୋଲି ଅବସରରେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା ପକ୍ଷରୁ ଗତକାଲି ସ୍ଥାନୀୟ ପ୍ରଭାସ ଲଜ ସମ୍ମୁଖରେ ହୋଲି ଉତ୍ସବ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଯୋଗ ଦେଇ ମା ସୁରେଶ୍ୱରୀଙ୍କ ଫଟୋ ଚିତ୍ରରେ ପୂଜା ଅର୍ଚ୍ଚନା ସହ
Read More...

ବାରିକୁମ୍ପାରେଠାରେ ଧୁମଧାମରେ ପାଳିତ ହେଲା ହୋଲି ପର୍ବ

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ୍‌ ଅନ୍ତର୍ଗତ ମା' ବରାଳ ଦେବି ମନ୍ଦିର ନିକଟସ୍ଥ ବଲସକୁମ୍ପା ପଞ୍ଚାୟତରେ ଥିବା ବାରୀକୁମ୍ପାଠାରେ ପାଳିତ ହେଇଯାଇଛି ଦୋଳ ଯାତ୍ରାର ହୋଲି ପର୍ବ । ଏହି ହୋଲି ପର୍ବଟି ୨୦୨୦ ରୁ ଦୁଇ ବର୍ଷ ହେଲା କରୋନା ମହାମାରୀ ପାଇଁ ବନ୍ଦ ହୋଇଥିଲା । ଏବର୍ଷ
Read More...

ସୁବର୍ଣ୍ଣପୁରରେ ବିଶ୍ୱ ମହିଳା ଦିବସ ପାଳିତ

ସୁବର୍ଣ୍ଣପୁର :ଜିଲ୍ଲା ସଦର ମହକୁମା ବ୍ଲକ ଛକଠାରେ ଥିବା ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର କାର୍ଯ୍ୟାଳୟ ପରିସରରେ ସୁବର୍ଣ୍ଣା ଏବଂ ସୁବର୍ଣ୍ଣପୁର ଗାୟତ୍ରୀ ପରିବାରର ମିଳିତ ଆନୁକୂଲ୍ୟରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ସମାରୋହରେ ହୋଲିକା ଦହନ ସହ ଦୀପ ମହାଯଜ୍ଞର ଆୟୋଜନ
Read More...

ଆନ୍ଧ୍ରରେ ୫ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ,ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ ଶ୍ରମିକଙ୍କ ନିବେଦନ

ନୂଆପଡ଼ା : ଆନ୍ଧ୍ର ପ୍ରଦେଶରେ ବନ୍ଧା ପଡ଼ିଛନ୍ତି ୫ଦାଦନ ଶ୍ରମିକ । ସେମାନେ ସମସ୍ତେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ତଲାକୋଟ ଗାଁର । ସେମାନେ ହେଲେ ଲଚମନି ମାଝି, ଝଳସାଏ ମାଝି, କମଳ ମାଝି, ରମେଶ ଚିନ୍ଦା ଓ ଲକ୍ଷ୍ମୀ ମାଝି । ସେମାନଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ଯୁବତୀ ଓ ୨ଯୁବକ ।
Read More...