ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ
ନୟାଗଡ : ଜାତୀୟ ରାଜପଥ ୫୭ ଅଛୁପଡା ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଦଶପଲ୍ଲାରୁ ନୟାଗଡ ଯାଉଥିବା ସମୟରେ ଏକ କଳା ରଙ୍ଗର ପଲ୍ସର ବାଇକ ଗଛକୁ ଧକ୍କା!-->…
Read More...
Read More...