ଚଳନ୍ତା ଟ୍ରେନରେ ଯାତ୍ରୀଙ୍କୁ ଛୁରି ଦେଖାଇ ଲୁଟ୍‌ କରିବା ଘଟଣାରେ ଜଣେ ଗିରଫ

ପୁରୀ : ଚଳନ୍ତା ଟ୍ରେନରେ ଯାତ୍ରୀଙ୍କୁ ଛୁରି ଦେଖାଇ ଲୁଟ୍‌ କରିବା ଘଟଣାରେ ପୁରୀ ଜିଆରପି ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ହେଉଛି ପିପିଲି ଥାନା ଅଞ୍ଚଳର ଦିଲ୍ଲିପ ପଣ୍ଡା । ଅଭିଯୁକ୍ତ ଦିଲ୍ଲୀପ ଠାରୁ ଜିଆରପି ପୋଲିସ ଲକ୍ଷାଧିକ ଟଙ୍କାର ସୁନାଗହଣା
Read More...

ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟରେ ଦ୍ୱିତୀୟ ଉତ୍କଳ କୃଷିମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଥିବା ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟର ଦ୍ୱିତୀୟ ଉତ୍କଳ କୃଷିମେଳା ୨୧ ଓ ୨୨ କୃଷି ଜାଗରଣର ସମର୍ଥନରେ ଆୟୋଜିତ ହୋଇଛି । ଏଥିରେ ଚାଷୀମାନଙ୍କୁ ନୂତନ ଓ ଆଧୁନିକ ଚାଷ ପ୍ରଣାଳୀ ବିଷୟରେ ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଓଡ଼ିଶା କୃଷି
Read More...

ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ଖଜୁରୀ ଓ ତାଳ ରସରୁ ଗୁଡ଼ ପ୍ରସ୍ତୁତି, ଜିଲ୍ଲା ପ୍ରଶାସନ ଦେଲା ଅନୁମତି

ବୌଦ୍ଧ : ବେଆଇନ ମାଦକ ଦ୍ରବ୍ୟ ଭାବେ ବିବେଚିତ ହୋଇଥିବା ଖଜୁରୀ ଓ ତାଳ ରସକୁ ଆଜି ସର୍ବ ପ୍ରଥମେ ବୌଦ୍ଧ ଜିଲ୍ଲାରେ ଏହାର ସଦୁପଯୋଗ ପାଇଁ ଜିଲ୍ଲା ପ୍ରଶାସନ ହାତ ବଢାଇଛି । ଏହି ମାଦକ ଦ୍ରବ୍ୟରୁ ପ୍ରସ୍ତୁତ ହେଉଛି ସୁମଧୁର ଗୁଡ଼ । ଏହି ଗୁଡ଼ ତିଆରି କରିବାପାଇଁ ତାଲିମ୍‌ ମଧ୍ୟ ଦିଆଯାଉଛି ।
Read More...

୫ ଜଣ ଶିଶୁଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲା ବାହାରକୁ ପଠାଇଲେ ଜିଲାପାଳ

ବୌଦ୍ଧ : ଜଟିଳ ରୋଗରେ ପୀଡିତ ହୋଇ ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ୫ ଜଣ ଶିଶୁଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜିଲାପ୍ରଶାସନ ପକ୍ଷରୁ ବାହାରକୁ ପଠାଯାଇଛି । ବିଭିନ୍ନ ଅଭିଯୋଗ ଶୁଣାଣି ଶିବିରରେ ଏହି ଶିଶୁମାନେ ପୀଡିତ ଥିବା ଦୃଷ୍ଟିକୁ ଆସିବା ପରେ ଜିଲାପାଳଙ୍କ
Read More...

ଜଙ୍ଗଲ ନିଆଁ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡ଼ା: ଓଡ଼ିଶା ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ନିର୍ଦ୍ଦେଶ ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ଜଙ୍ଗଲ ନିଆଁ ପ୍ରତିକାର ନିମନ୍ତେ ଜନ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଏହି ଅବସରରେ ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ଉପାନ୍ତ ବ୍ଲକ୍‌
Read More...

ଗୋଛାପଡ଼ା ପୋଲିସର ଚଢାଉ, ବିପୁଳ ପରିମାଣର ଗଞ୍ଜେଇ ସହ ଭ୍ୟାନ ଓ ୩ ବାଇକ ଜବତ

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଗୋଛାପଡ଼ା ପୋଲିସର ଚଢାଉ । ବିପୁଳ ପରିମାଣର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର । ଗୋଛାପଡ଼ା ପୋଲିସ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।ଖବର ଅନୁସାରେ ବହୁ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିଲା । କୌଣସି ସୁତ୍ରରୁ ଖବର ପାଇ
Read More...

କୁଲୁତା ସମାଜର କର୍ମକର୍ତ୍ତା ଚୟନ ଓ ବାର୍ଷିକ ଉତ୍ସବ

ହରଭଙ୍ଗା ୨୧/୦୨ : ହରଭଙ୍ଗା ବ୍ଲକ ଜିରାଡ଼ ଠାରେ କୁଲୁତା ସମାଜର ମୂଷାଡ଼ ଆଞ୍ଚଳିକ କେନ୍ଦ୍ରର କର୍ମକର୍ତ୍ତା ଚୟନ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ବିରଞ୍ଚି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାର୍ଷିକ ଆୟବ୍ୟୟ ହୋଇଥିବା ବେଳେ ପୂର୍ବତନ
Read More...

ନାବାଳିକା ବଳତ୍କାର ମାମଲାରେ ଜଣେ ଗିରଫ

ଫୁଲବାଣୀ : ଖଜୁରୀପଡା ଥାନା ଅଂଚଳରେ ଜଣେ ନାବାଳିକା ବଳତ୍କାର ମାମଲାରେ ପୋଲିସ ପୀଡିତାଙ୍କ ବୟାନ ଏବଂ ପରିବାର ତରଫରୁ ହୋଇଥିବା ଅଭିଯୋଗ ପ୍ରକାରେ ତଦନ୍ତ କରି ଜଣେ ଅଭିଯୁକ୍ତଙ୍କୁ ଆଜି ପୋକ୍ସ ମାମଲାରେ କୋର୍ଟ ଚାଲାଣ କରାଯାଇଛି । ନାବାଳିକାଙ୍କ ପରିବାର ତରଫରୁ ହୋଇଥିବା ଅଭିଯୋଗ ପ୍ରକାରେ
Read More...

ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହା ବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ସ୍ମାର୍ଟ କନଫରେନ୍ସିଂ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର
Read More...

ବିଶ୍ୱକପ୍‌ ହକି ଟ୍ରଫିର ସଫଳ ପରିକ୍ରମା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶଂସିତ

ସୁବର୍ଣ୍ଣପୁର :ଜିଲ୍ଲା ସ୍ତରରେ ହକି ଖେଳର ବହୁଳ ପ୍ରଚାର ପ୍ରସାର ତଥା ଲୋକାଭିମୁଖୀ କରିବା ପାଇଁ ବିଶ୍ୱକପ ହକି ଟ୍ରଫିର ଜିଲ୍ଲା ପରିକ୍ରମା କାର୍ଯ୍ୟକ୍ରମକୁ ଜିଲ୍ଲାପ୍ରଶାସନ ତରଫରୁ ସମସ୍ତଙ୍କ ସହଯୋଗରେ ସଫଳ କରାଯାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର କଳିଙ୍ଗ
Read More...