ଶ୍ରୀମନ୍ଦିରରେ ଶାଢ଼ୀବନ୍ଧା ପରମ୍ପରା
ପୁରୀ: ଶ୍ରୀମନ୍ଦିରରେ ରହିଛି ଅନେକ ପରମ୍ପରା । ଏଥି ମଧ୍ୟରୁ ଶାଢ଼ୀବନ୍ଧା ପରମ୍ପରା ଅନ୍ୟତମ । ବିଶେଷ କରି ବ୍ରାହ୍ମଣ ସେବକ ମାନେ ମହାପ୍ରଭୁଙ୍କ ନିକଟରେ ଶାଢୀ ବନ୍ଧାଇବା ପରେ ମହାପ୍ରଭୁଙ୍କ ସେବା ପୂଜା ପାଇଁ ପାଳିଆ ସେବକ ଭାବେ ପରିଗଣିତ ହୋଇଥାନ୍ତି । ଯାହାକି ଏକ ଅନନ୍ୟ ପରମ୍ପରା । ଅନ୍ୟ!-->…
Read More...
Read More...