ସମାଜସେବୀଙ୍କ ପରଲୋକ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ଗ୍ରାମ ପଂଚାୟତର ପୂର୍ବତନ ସମିତିସଭ୍ୟ ତଥା ସମାଜସେବୀ ମହଞ୍ଜି ଲାଲ (୬୦)ଙ୍କ ପରଲୋକ ଆଜି ହୋଇଯାଇଛି । ଖବରରୁ ଜଣାପଡିଛି ଯେ, ଆଜି ପ୍ରାତଃରୁ ଶ୍ରୀ ଲାଲ ଗାଧୁଆ ଘରକୁ ଯାଉଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ସଙ୍ଗେ ସଙ୍ଗେ
Read More...

ଟ୍ରକ୍‌ ଧକ୍କାରେ ନାବାଳିକା ମୃତ,କ୍ଷତିପୂରଣ ଦାବିରେ ରାସ୍ତାରୋକ

ନୂଆପଡା : ନୂଆପଡ଼ା ଜିଲ୍ଲା ଖଡିଆଳ ଥାନା ଟ୍ରକ୍‌ ଧକ୍କାରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ନୂଆପଡ଼ା ଜିଲ୍ଲା ସାନମହେଶ୍ୱର ଗାଁ ନିକଟ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ନାବାଳିକାଙ୍କ ମୃତଦେହ ରାସ୍ତାରେ ମିଶି ଯାଇଥିଲା । ମୃତକ
Read More...

ଲଙ୍ଗଳଖୋଲ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ କଟାଗଲା ଫାୟାର୍‌ ଲାଇନ୍‌

ଦଶପଲ୍ଲା : ମହାନଦୀ ବନ୍ୟପ୍ରାଣୀ ବାଣିଗୋଛା ପଶ୍ଚିମ ବନାଂଚଳ ତରଫରୁ ବନ ଓ ବନ୍ୟଜନ୍ତୁଙ୍କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ କରାଯାଇଛି ଫାୟାର ଲାଇନ୍‌ । ଏହି କ୍ରମରେ ଆଜି ବୁଗୁଡା ବିଟ୍‌ ହାଉସ୍‌ ଠାରୁ ସତ୍ୟ ମହାବୀର ମନ୍ଦିର ଦେଇ, ବାଣିଗୋଛା ପୂର୍ବ
Read More...

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ

ଫୁଲବାଣୀ: ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ୧୨ ଜଣଙ୍କ ସାକ୍ଷୀ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ସୁନୀଲ ଦିଗାଲଙ୍କୁ ଦୋଷୀ ସାବ୍ୟସ୍ତ
Read More...

ତିନି ଦିନିଆ ଯୁବନେତୃତ୍ୱ ତାଲିମ ଶିବିର ଉଦଯାପିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଏ.ଏମ.ସି.ଏସ. କଲେଜରେ ତ୍ରିଦିବସୀୟ ଯୁବନେତୃତ୍ୱ ତାଲିମ୍‌ ଶିବିର ଉଦଯାପିତ ହୋଇଛି । ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଏସ. ଡି. ସି.ର ଅଧ୍ୟକ୍ଷ ରଦନ ମଲିକ, ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର
Read More...

ବିଭିନ୍ନ ଶୈବପୀଠରେ ଭଜନ ପରିବେଷଣ ସହ ନାମ ସଂକୀର୍ତ୍ତନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା ପାଳନ ସହ ମନ୍ଦିର ପରିସରରେ ଭଜନ ସମାରୋହ ସହ ନାମ ସଂକୀର୍ତ୍ତନ ପରିବେଷଣ ହେଉଥିବାର ଦେଖିବାକୁ ମିଳିଛି । ମହାଦୀପ ପ୍ରଜ୍ୱଳନ କରି ଭକ୍ତ ମାନେ ଜାଗର ପାଳନ କରିଛନ୍ତି । ଗଜପତି କଳା ପରିଷଦ ଓ
Read More...

ବନ୍ୟାରେ ଉବୁଟୁବୁ ନ୍ୟୁଜିଲାଣ୍ଡ

ଆଇଲାଣ୍ଡ: ବାତ୍ୟା ପରେ ବନ୍ୟାର ତାଣ୍ଡବ । ପ୍ରଳୟଙ୍କରୀ ବନ୍ୟାରେ ଉବୁଟୁବୁ ନ୍ୟୁଜିଲାଣ୍ଡ । ବାତ୍ୟାରେ ନ୍ୟୁଜିଲାଣ୍ଡର ନର୍ଦନ ଆଇଲାଣ୍ଡ ସାଂଘାତିକ ପ୍ରଭାବିତ ହୋଇଥିବା ବେଳେ ବନ୍ୟା ସ୍ଥତିକୁ ଆହୁରି ସଙ୍ଗୀନ କରିଦେଇଛି । ପ୍ରକୃତିକ ବିପର୍ଯ୍ୟୟ ଯୋଗୁ ନ୍ୟୁଜିଲାଣ୍ଡର ଅଧିକାଂଶ ପ୍ରାନ୍ତ
Read More...

ଖରା ଆରମ୍ଭରୁ ଜଳ ସଂକଟ, ଆଗକୁ ପରିସ୍ଥିତି ଅଣାୟତ

ଦଶପଲ୍ଲା : ଦଶପଲ୍ଲା ଏନଏସିର ବିଭିନ୍ନ ୱାର୍ଡ଼ରେ ଥିବା ନଳକୂପ ଓ ଖୋଲା କୂଅ ଗୁଡିକ ଏବେ ଲୋକଙ୍କୁ ପାଣି ଯୋଗାଇବାରେ ଅସମର୍ଥ ହୋଇ ପଡ଼ିଛି । କେଉଁଠି କୂଅ ଶୁଖି ଗଲାଣି ତ, ଆଉ କେଉଁଠି ନଳକୂପ ହ୍ୟାଣ୍ଡେଲକୁ ୨୫ରୁ ୩୦ ଥର ମାରିଲେ ଢାଳେ ପାଣି ବାହାରୁଛି ।ଅନ୍ୟପକ୍ଷରେ ଏକାଧିକ ନଳକୂପ ଥାଇ
Read More...

“କୃଷି ଓଡିଶା -୨୦୨୩’ରେ ଗଞ୍ଜାମର ମାଛ ଚାଷୀ ସମ୍ମାନିତ

ବ୍ରହ୍ମପୁର:ଓଡିଶା ସରକାରଙ୍କ କୃଷି ଓ କୃଷକ ଶସକ୍ତିକରଣ ବିଭାଗ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ତରଫରୁ ଭୁବନେଶ୍ୱର ବରମୁଣ୍ଡା ପଡିଆ ଠାରେ ଗତ ୧୬ ରୁ ୧୮ ପର୍ଯ୍ୟନ୍ତ ତିନି ଦିନିଆ ବିଶାଳ ବାର୍ଷିକ କୃଷି ମହୋତ୍ସବ "କୃଷି ଓଡିଶା -୨୦୨୩' ଅନୁଷ୍ଠିତ ହୋଇଯାଇଛି । ଫାର୍ମ ଯାନ୍ତ୍ରିକରଣ
Read More...

ଖୁବଶୀଘ୍ର ବିବାହ କରିବେ ସମ୍ବଲପୁର-ବଲାଙ୍ଗୀର ଜିଲ୍ଲାପାଳ, ସରିଲା ନିର୍ବନ୍ଧ

ସମ୍ବଲପୁର: ସମ୍ବଲପୁର ଜିଲାପାଳ ଅନନ୍ୟା ଦାସ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣାଙ୍କୁ ବିବାହ କରିବେ । ଏନେଇ ରବିବାର ଉଭୟଙ୍କ ନିର୍ବନ୍ଧ ସରିଥିବା ଚର୍ଚ୍ଚା ହେଉଛି । ସମ୍ବଲପୁର ଜିଲାପାଳଙ୍କ ସରକାରୀ ବାସଭବନରେ କମ୍‌ ଲୋକଙ୍କ ଗହଣରେ ଏହି ମାଙ୍ଗଳିକ କାର୍ଯ୍ୟ ଶେଷ ହୋଇଛି । ଏହି ଅବସରରେ ଚଞ୍ଚଳ
Read More...