ଆସନ୍ତାକାଲିଠାରୁ ସମ୍ବଲପୁର ପୁସ୍ତକ ମେଳା

ସମ୍ବଲପୁର:ଏଥର ସମ୍ବଲପୁର ପୁସ୍ତକ ମେଳାରେ ସହଭାଗିତା ପାଇଁ ଜିଲ୍ଲା ପ୍ରଶାସନ ଆଗେଇ ଆସିଛି, ଏଣୁ ଏହି ୨୩ତମ ପୁସ୍ତକ ମେଳା ଜିଲ୍ଲା ସଂସ୍କୃତି ପରିଷଦ ସହିତ ବୁଦ୍ଧିଜୀବି ଓ ଶିକ୍ଷାବିତମାନଙ୍କୁ ନେଇ ଗଠିତ ସଂଗଠନ "ସେତୁ"ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବ । ଜିଲ୍ଲା ପ୍ରଶାସନ ପକ୍ଷରୁ
Read More...

ଯାତ୍ରୀବାହୀ ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୨୫ଜଣ ଯାତ୍ରୀ

ହରଭଙ୍ଗା : ତୁଳା କନ୍ୟା ନେଇ ଯାଉଥିବା ବସ ଦୁର୍ଘଟଣା । କନ୍ୟା ସମେତ ଅଳ୍ପକେ ବର୍ତ୍ତିଲେ ୨୫ଜଣ ଯାତ୍ରୀ । ଖବର ଅନୁଯାୟୀ ବ୍ରହ୍ମପୁର କବିସୂର୍ଯ୍ୟନଗରରୁ ରାଉରକେଲାକୁ ବିବାହ ପାଇଁ ତୁଳାକନ୍ୟା ଧରି ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ ( ଓଡି ୦୭ ଜି୨୫୬୬)୫୭ନଂ ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲା
Read More...

କୁଲୁତାଖଲିରେ ମେଗା ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ

ବୌଦ୍ଧ/ଜହ୍ନ ।ପଙ୍କ,୯/୨: ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅନ୍ତର୍ଗତ ବାଉଁଶୁଣୀ ପ୍ରାଣୀ ଚିକିତ୍ସାଳୟ ଅଧୀନସ୍ଥ ମୁଣ୍ଡିପଦର ପଂଚାୟତ ଅନ୍ତର୍ଗତ କୁଲୁତାଖଲି ଗ୍ରାମରେ ମେଗା ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ବାଉଁଶୁଣୀ ପ୍ରାଣୀ ଚିକିତ୍ସକ ଡା. ପ୍ରିୟବ୍ରତ ବେହେରାଙ୍କ
Read More...

ଦ୍ୱିତୀୟ ଗନ୍ଧରାଢୀ ଲୋକ କଳା ମହୋତ୍ସବ ଚୂଡାନ୍ତ ପ୍ରସ୍ତୁତି ବୈଠକ

ବୌଦ୍ଧ/ଜହ୍ନ ।ପଙ୍କ,୯/୨: ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତର ଐତିହାସିକ ଗନ୍ଧରାଢୀ ମନ୍ଦିର ପରିସରରେ ଫେବୃଆରୀ ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଦ୍ୱିତୀୟ ଗନ୍ଧରାଢୀ ଲୋକ କଳା ମହୋତ୍ସବ ନିମନ୍ତେ ଚୂଡାନ୍ତ ପ୍ରସ୍ତୁତି ବୈଠକ ସଭାପତି ଅଶୋକ କୁମାର ସାହୁଙ୍କ ସଭାପତିତ୍ୱରେ
Read More...

ବିଭାଗୀୟ ଅନୁବନ୍ଧିତ ଷ୍ଟାଣ୍ଡିଂ କମିଟି ବୈଠକ

ଫୁଲବାଣୀ : ବିଭାଗୀୟ ଅନୁବନ୍ଧିତ ଷ୍ଟାଣ୍ଡିଂ କମିଟିର ମାନ୍ୟବର ସବ୍‌-କମିଟି -୩ର ଘଟଣାସ୍ଥଳ ପରିଦର୍ଶନ କାର୍ଯ୍ୟକ୍ରମ-୬, ୨୦୨୨ - ୨୩ ଆଜି ଅନୁଷ୍ଠିତ ହୋଇଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ସମବାୟ ବିଭାଗ ଏବଂ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ବିଭିନ୍ନ ଯୋଜନାଗୁଡ଼ିକର
Read More...

ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକରେ ନିଷ୍ପତ୍ତି, ଏପ୍ରିଲ ୧ରୁ ୭ ପର୍ଯ୍ୟନ୍ତ ପାଳନ ହେବ ଶୂନ ଦୁର୍ଘଟଣାଜନିତ…

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅଧିକ୍ଷଣ ଯନ୍ତ୍ରୀ ପିଡବ୍ଲୁଡି ଇଂ. ଦାମୋଦର
Read More...

ବ୍ରାଉନସୁଗାର ଜବତ, ଜଣେ ଗିରଫ

ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜର ନିରୀକ୍ଷକା ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ସମୁଦ୍ରକୁଳ ଥାନା ଅଧୀନ ୟୁଥ୍‌ ହଷ୍ଟେଲ ଅଂଚଳରେ ଫୁଡ୍‌ କୋର୍ଟ ସାମ୍ନାରେ ଚଢ଼ାଉ କରି ଆସାମୀ ଲୋକନାଥ ନନ୍ଦ (୨୫) ରାମଚଣ୍ଡୀ
Read More...

ସୁଶାନ୍ତ ମହାନ୍ତି ହେଲେ ରାଜ୍ୟ ନୂତନ ସୂଚନା କମିଶନର

ଭୁବନେଶ୍ଵର: ସୁଶାନ୍ତ ମହାନ୍ତି ହେଲେ ରାଜ୍ୟ ନୂତନ ସୂଚନା କମିଶନର। ଗୁରୁବାର ରାଜ୍ୟ ସରକାର ନୂଆ ସୂଚନା କମିଶନର ଭାବେ ସୁଶାନ୍ତ ମହାନ୍ତିଙ୍କୁ ନିଯୁକ୍ତ କରିଛନ୍ତି। ରାଜ୍ୟପାଳଙ୍କ ଅନୁମୋଦନକ୍ରମେ ଏ ନେଇ ସୂଚନା ଏବଂ ଲୋକ ସଂପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁଶାନ୍ତ
Read More...

ପୋକସୋ ଆଇନ ଓ ତା’ର ନିରାକରଣ ନେଇ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ : ଆଜି ଫୁଲବାଣୀ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଫୁଲବାଣୀ ସତ୍ୟ ସାଇ ବିଦ୍ୟାଳୟ ଠାରେ ପୋକସୋ ଆଇନ ଓ ତାହାର ନିରାକରଣ ବିଷୟରେ ବକ୍ତାମାନେ ପିଲାମାନଙ୍କୁ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମର
Read More...

ସକାରାତ୍ମକ କାର୍ଯ୍ୟସୂଚୀ ଓ ମାଗଣା ବଣ୍ଟନ ସମ୍ପର୍କରେ ତର୍କ ଓ ପାଠଚକ୍ର ଆୟୋଜିତ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ତରଫରୁ ସକାରାତ୍ମକ କାର୍ଯ୍ୟସୂଚୀ ଓ ମାଗଣା ବଣ୍ଟନ ସମ୍ପର୍କରେ ଏକ ତର୍କ ଓ ପାଠଚକ୍ର ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...