ପ୍ରଧାନୀ ଜଙ୍ଗଲରୁ ଏକ ମୃତ ବାର୍ହା ଉଦ୍ଧାର
ନୂଆପଡା : ନୂଆପଡ଼ା ଜିଲ୍ଲା ସିନାପାଲି ଖଡ଼ିଆଳ ବନଖଣ୍ଡ ଅଧିନସ୍ଥ ସିନାପାଲି ରେଞ୍ଜ ପ୍ରଧାନୀ ଜଙ୍ଗଲରୁ ଶୁକ୍ରବାର ଏକ ମୃତ ବାର୍ହା ଉଦ୍ଧାର କରାଯାଇଛି । ସ୍ଥାନୀୟ ଘଣ୍ଟିଗୁଡା ସରପଞ୍ଚ ଖୁଟୁରାମ ସୁନାନୀ ଓ ସିନାପାଲି ରେଞ୍ଜ ଫରେଷ୍ଟର ଖଗେଶ୍ୱର ମାଝୀଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀ!-->…
Read More...
Read More...