ସ୍କୁଲ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଲିଖିତ ପୁସ୍ତକ “ଏଗ୍‌ଜାମ୍‌ ୱାରିୟର୍ସ” ବଣ୍ଟନ

ସମ୍ବଲପୁର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଲିଖିତ “ଏଗ୍‌ଜାମ୍‌ ୱାରିୟର୍ସ” ପୁସ୍ତକ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଛି । ଏହି ପୁସ୍ତକ ପାଇବା ପରେ ଛାତ୍ରଛାତ୍ରୀମାନେ ଖୁସିବ୍ୟକ୍ତ କରିବା ସହ
Read More...

ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଓ ସ୍ମାରକୀ ସଂଗ୍ରହାଳୟ ଲୋକାର୍ପଣ

ପୁରୀ : ନୂଆରୂପ ପାଇଛି ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାଶ ଙ୍କ ଜନ୍ମମାଟି ସୁଆଣ୍ଡୋ । ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୫ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ମଧ୍ୟରେ ଗୋପବନ୍ଧୁଙ୍କ ଜନ୍ମ ପୀଠରେ ଥିବା ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ
Read More...

ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ

ପୁରୀ : ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ । ଭିଜିଲାନ୍ସର ଦୁଇଜଣିଆ ଟିମ୍‌ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅଜୟ ସେନାପତିଙ୍କ ଘରେ ଓ ଆପାର୍ଟମେଣ୍ଟର ଫ୍ଲାଟରେ ଚଢାଉ କରିଛନ୍ତି । ପୁରୀ ଦାମୋଦର
Read More...

ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ବାଲି ବୋଝେଇ ହାଇୱା

ହରଭଙ୍ଗା : ପୁରୁଣାକଟକ ଥାନା ଚାରିଛକ- ଛତ୍ରଙ୍ଗ ପୂର୍ତ୍ତରାସ୍ତାର ପୁରୁଣା କଟକ ଥାନା ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ବାଲି ବୋଝେଇ ହାଇୱା ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିବା ଜଣାପଡିଛି । ସୂଚନା ମତେ ଗତକାଲି ରାତ୍ରିରେ ହରଭଙ୍ଗାରୁ ବାଲି ବୋଝଇ ହୋଇ (ଓଡି ୩୨ସି୮୮୯୨)
Read More...

ଜିଲା ପ୍ରେସ କ୍ଳବଠାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ଫୁଲବାଣୀ : ଭାଷା ଆନ୍ଦୋଳନ କନ୍ଧମାଳ ପକ୍ଷରୁ ଜିଲା ପ୍ରେସ କ୍ଳବ ଠାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ବରିଷ୍ଠ ନାଗରିକ ଅବସରପ୍ରାପ୍ତ କମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଭାଷା ଆନ୍ଦୋଳନର ଆବାହକ ଅଶୋକ ପରିଡା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ
Read More...

ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା, ପେଟ୍ରୋଲିଂ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା । ପେଟ୍ରୋଲିଂ କରୁଥିବା ସମୟରେ ସୂଚନା ପାଇ ବିପୁଳ ପରିମାଣର ବେଆଇନ୍‌ ଗଞ୍ଜେଇ ଜବତ କରିଛି ପୋଲିସ୍‌ । ଗଞ୍ଜେଇ ଚୋରା ଚାଲାଣ ପାଇଁ ଗଚ୍ଛିତ ରଖାଯାଇଥିବା ବେଳେ ଗଞ୍ଜେଇକୁ ଜବତ କରିଛି ପୋଲିସ୍‌ । ସୂଚନା ପ୍ରକାରେ ପୋଲିସ୍‌
Read More...

ମହିଳା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ବିଡିଓଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ

ଦଶପଲ୍ଲା : ୭ ଦଫା ଦାବି ନେଇ ବୁଧବାର ଦିନ ମହିଳା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଏକ ଦାବିପତ୍ର ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି । ମହିଳା ଜୀବିକା ସୁରକ୍ଷା ମଂଚର ସଂଯୋଜକ କୁନାକାନ୍ତ ନାଏକଙ୍କ ନେତୃତ୍ୱରେ ମହିଳା ଜୀବିକା ସୁରକ୍ଷା ମଂଚ ର ସଦସ୍ୟ ମାନେ ଦଶପଲ୍ଲା ବ୍ଲକ ପରିସରରେ ପହଞ୍ଚି
Read More...

ଆମ୍ବୁଲାନ୍ସରୁ ଗଞ୍ଜେଇ ଜବତ, ଜଣେ ଗିରଫ

ସୁବର୍ଣ୍ଣପୁର : ଅଭିନବ ଉପାୟରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ ଧରିବାରେ ସଫଳ ହୋଇଛି । ଆଜି ସକାଳୁ ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ବେଳେ ମନୁମୁଣ୍ଡା ପଟୁ ଆସୁଥିବା ଏକ ଆମ୍ବୁଳାନ୍ସ ଗାଡିକୁ କୁଞ୍ଜ ଛକ ନିକଟରେ ଅଟକାଇଥିଲା । କିନ୍ତୁ ଗାଡିଟି
Read More...

ଦଶପଲ୍ଲାରେ ସ୍କାଉଟ ଡେ’ ପାଳିତ

ଦଶପଲ୍ଲା : ଦଶପଲ୍ଲାର ବିଭିନ୍ନ ବିଦ୍ୟାଳୟରେ ସ୍କାଉଟ ଡେ ପାଳିତ ହୋଇଯାଇଛି । ଏ ଅବସରରେ ଦଶପଲ୍ଲା ଦେଢ଼ସର୍‌ ୟୁଜିଏମଇ ସ୍କୁଲ ପରିସରରେ ସ୍ମାଉଟ ଡେ ପାଳିତ ହୋଇଯାଇଛି । ସ୍କାଉଟ ଶିକ୍ଷକ ଆଲୋକ ସେନାପତି ଙ୍କ ନେତୃତ୍ୱରେ ସକାଳ ସମୟରେ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍କାଉଟ
Read More...

ବିଜେଡିରେ ଯୋଗ ଦେଲେ କଂଗ୍ରେସ ନେତା

ପୁରୀ : ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ବିକାଶବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ କଂଗ୍ରେସର ପୂର୍ବତନ ଟାଣୁଆ ନେତା ହରିହର ପାଢ଼ୀ, ବିରେନ୍ଦ୍ର ଭୂଷଣ ହୋତା, ଅଭିମନ୍ୟୁ ଜେନାଙ୍କ ନେତୃତ୍ୱରେ ଶତାଧିକ ବ୍ୟକ୍ତି ବିଧିବଦ୍ଧ ଭାବେ
Read More...