୪୨ ବର୍ଷ ପରେ ହସ୍ପିଟାଲରେ ବାପା-ପୁଅ ଭେଟ, ବାର୍ଦ୍ଧକ୍ୟ ବେଳେ ମନେ ପଡିଲା ପୁଅ-ଝିଅଙ୍କ କଥା

ପୁରୀ : ପୁଅକୁ ମାତ୍ର ୮ ବର୍ଷ ହୋଇଥିବା ବେଳେ ଘର ଛାଡି ବାପା ଚାଲି ଆସିଥିଲେ । ଯାଜପୁରରୁ ପୁରୀ ଆସି ଏକ ମଠରେ ମହନ୍ତ ହୋଇ ରହିଥିଲେ । ବାର୍ଦ୍ଧକ୍ୟରେ ଯେତେବେଳେ ରୋଗ ଶଯ୍ୟାରେ ପଡିଲେ, ସେତେବେଳେ ପରିବାର କଥା ମନେପଡିଲା । ଏହାରି ଭିତରେ ଦୀର୍ଘ ୪୨ ବର୍ଷ ବିତିଯାଇଥିବା ବେଳେ ପତ୍ନୀ ଓ
Read More...

ଓଡିଶା ଆସୁଛନ୍ତି ରାଷ୍ଟ୍ରପତି, ଟୁଇନସିଟିରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ବର : ଆସନ୍ତାକାଲିଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ହାଇ ଆଲର୍ଟରେ ଟୁଇନସିଟି । ବସଷ୍ଟାଣ୍ଡ, ଷ୍ଟେସନ, ଏୟାରପୋର୍ଟ ଆଦି ସ୍ଥାନ ଉପରେ ରହିଛି କଡା ନଜର ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତକୁ
Read More...

ସମସ୍ତେ ମିଶି ଆମ ଜିଲ୍ଲା କନ୍ଧମାଳକୁ ବାତଜ୍ୱର ମୁକ୍ତ କରିବା: ଜିଲ୍ଲପାଳ

ଫୁଲବାଣୀ : ଫାଇଲେରିଆ ମୁକ୍ତ କନ୍ଧମାଳ ପାଇଁ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍‌ଙ୍କ ନିର୍ଦ୍ଦେଶରେ ଦ୍ୱିତୀୟ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଲୋଚନାରୁ ଜଣାପଡ଼ିଛିଯେ, ଗୋଡ଼, ହାତ, ପାଦ ଫୁଲି ଗୋଦର ହେଲେ ଆମେ ସାଧାରଣତଃ ଫାଇଲେରିଆ ହୋଇଛି ବୋଲି କହିଥାଉ ।
Read More...

ପଞ୍ଚାୟତ ସମିତି ମହାବିଦ୍ୟାଳୟଠାରେ ୪୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡା ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପାଟଣାଗଡ଼ ବିଧାୟକ ତଥା ଓଡ଼ିଶା ସରକାରଙ୍କ ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି
Read More...

୫୯ ନଂ ଜାତୀୟ ରାଜପଥ ଗଦ୍ରଙ୍ଗିଆ ଘାଟିରେ ଡକାୟତି

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଗଦ୍ରଙ୍ଗିଆ ଘାଟି ୫୯ ନଂ ଜାତୀୟ ରାଜପଥରେ ଡକାୟତି । ବନ୍ଧୁକ ମୁନରେ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଘାଟି ଉପରେ ଚଳନ୍ତା ଟ୍ରକକୁ ଅଟକାଇ ମାରଣାସ୍ତ୍ର ଦେଖାଇ ମାଡ଼ ମାରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଥାନାରେ ଏତଲା,ପୋଲିସ୍‌ ପକ୍ଷରୁ
Read More...

ହରଭଙ୍ଗା ବ୍ଲକରେ ନୂତନ ବିଡିଓଙ୍କ କାର୍ଯ୍ୟରେ ଯୋଗଦାନ

ହରଭଙ୍ଗା,୮/୧- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଆଜି ନୂତନ ବିଡ଼ିଓ ଭାବେ ଶ୍ରୀମତୀ ସ୍ୱପ୍ନିତା ନାୟକ କାର୍ଯ୍ୟରେ ଯୋଗଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରକାଶ ଥାଉକି ଏହା ପୂର୍ବରୁ ସେ କନ୍ଧମାଳ ଜିଲ୍ଲାର ଖଜୁରିପଡ଼ା ବ୍ଲକରେ ତହସିଲଦାର ଭାବେ ୩ ବର୍ଷରୁ ଉର୍ଦ୍ଧ୍ୱର୍ ସମୟ କାର୍ଯ୍ୟ
Read More...

ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ସମାବେଶ ଅନୁଷ୍ଠିତ

ଫୁଲବାଣୀ : ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଦ୍ୱାରା ୧ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି । ଏହି କ୍ରମରେ, କନ୍ଧମାଳ ଜିଲ୍ଲାରେ କ୍ଷୁଦ୍ର ଜଳସେଚନ ବିଭାଜନ, କନ୍ଧମାଳ, ଫୁଲବାଣୀ ଦ୍ୱାରା ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି
Read More...

ସୁବର୍ଣ୍ଣପୁରଠାରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

ସୁବର୍ଣ୍ଣପୁର: ଜଳ ସମ୍ପଦ ବିଭାଗ ଓଡିଶା ଓ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ଆନୁକୂଲ୍ୟରେ ତା ୧ ରୁ ୧୫ ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷପାଳନ ଅବସରରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ପାଳନ ସମାରୋହ ନୂତନ ଟାଉନ ହଲ ସୋନପୁର ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଆଜି ଅନୁଷ୍ଠିତ ସମାରୋହରେ ଅର୍ଥ ଓ
Read More...

ପୂର୍ବତନ ବିଡ଼ିଓଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବଶଙ୍କର ମୁର୍ମୁଙ୍କୁ ନନ୍ଦାହାଣ୍ଡି ବ୍ଲକର କାର୍ଯ୍ୟରତ ବିଭିନ୍ନ ବିଭାଗର କର୍ମଚାରୀ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଗତ ଦିନ ନନ୍ଦାହାଣ୍ଡି ବ୍ଲକରେ ନୂତନ ଗୋଷ୍ଠୀ ଉନ୍ନୟନ
Read More...

ଚାଷୀମାନଙ୍କର ବିଭିନ୍ନ ସମସ୍ୟା ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ସମାବେଶ

ସୁବର୍ଣ୍ଣପୁର: ନବନିର୍ମାଣ କୃଷକ ସଂଗଠନ ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ବିଗତ ୧୨ ବର୍ଷ ଧରି ଚାଷୀ ଓ ଚାଷର ବିକାଶ ପାଇଁ ଲଢେଇ ଜାରି ରହିଛି । ପ୍ରଥମତଃ ଚାଷୀମାନଙ୍କର ସମ୍ମାନ, ଚାଷୀ ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ଓ ଚାଷୀ ସୁରକ୍ଷା ଭତ୍ତା ସହିତ ଆଞ୍ଚଳିକ ସମସ୍ୟା ଦାବି ସମୂହ
Read More...