ବୌଦ୍ଧରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ବୌଦ୍ଧ,୨୪/୧:- ଆଜି ସ୍ଥାନୀୟ ଟାଉନହଲ ଠାରେ ଜିଲ୍ଲାପ୍ରଶାସନ ତରଫରୁ ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାସ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଘନଶ୍ୟାମ ମେହେର,
Read More...

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ସୁବର୍ଣ୍ଣପୁର: ଧର୍ମଶାଳା ଜୁନିୟର ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଦୀର୍ଘ ଆଠଦିନ ଧରି ଚାଲିଥିବା ଏହି ତାଲିମ ଶିବିରର ପରିସମାପ୍ତି ପର୍ବରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ପୁରୁଷୋତ୍ତମ ମିଶ୍ର ଅଧ୍ୟକ୍ଷତା କରିଥିଲେ ।ଏହି ଉଦଯାପନୀ
Read More...

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ୍‌ କଲେ ଗ୍ରାମବାସୀ

ଦଶପଲ୍ଲା : ଆଜି ଦଶପଲ୍ଲା ବ୍ଲକ ଟାକରା ଗ୍ରାମବାସୀ ଖୋର୍ଦ୍ଧା-ବଲାଙ୍ଗୀର ରେଳ ବିଭାଗ ତାର କାର୍ଯ୍ୟ କରୁଥିବା ବେଳେ ସେଠାରେ ପହଞ୍ଚି କାର୍ଯ୍ୟକୁ ବନ୍ଦ କରିଥିଲେ ଟାକରା ଗ୍ରାମବାସୀ । କ୍ଷତି ପୂରଣ ପ୍ରଦାନ ନ କରି କିଭଳି ଭାବରେ ରେଳ ବିଭାଗ ମନ ଇଚ୍ଛା କାର୍ଯ୍ୟ କରୁଛି ବୋଲି ଗ୍ରାମବାସୀ
Read More...

ଜିଲ୍ଳା କଂଗ୍ରେସ ଭାରତ ଯୋଡ ଆନ୍ଦୋଳନର ପ୍ରସ୍ତୁତି ବୈଠକ

ନବରଙ୍ଗପୁର: ଆସନ୍ତା ୨୬ ଜାନୁୟାରୀ ମହାନ ଜନରାଜ୍ୟ ଦିବସରେ ନବରଙ୍ଗପୁର ଜିଲ୍ଲାରେ ଭାରତ ଜୋଡ ଯାତ୍ରା ଶୁଭାରମ୍ଭ ହେବ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ମାନ୍ୟବର ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କଂଗ୍ରେସ ସଭାପତି ମୁନା
Read More...

ଆଇସିଏଆର୍‌ ପରୀକ୍ଷାରେ ସେଞ୍ଚୁରିୟାନ ପବ୍ଲିକ ସ୍କୁଲର ସଫଳତା

ପାରଳାଖେମୁଣ୍ଡି : ସେଞ୍ଚୁରିୟାନ ପବ୍ଲିକ ସ୍କୁଲର ଇତିଶ୍ରୀ ମିଶ୍ର ଆଇସିଏଆର୍‌ ପରୀକ୍ଷାରେ ଭଲ ନମ୍ବର ରଖି ଅଦ୍ଭୂତପୂର୍ବ ସଫଳତା ହାସଲ କରିଛନ୍ତି । ଏହି ପରୀକ୍ଷାରେ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଇତିଶ୍ରୀ ମିଶ୍ର ୯୯.୯୫ ପ୍ରତିଶତ ରଖି ସାରା ଭାରତରେ ୩୦ତମ ସ୍ଥାନରେ ରହିଛନ୍ତି ।
Read More...

ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟରେ ଚିତ୍ରକଳା ପ୍ରତିଯୋଗିତା

ସୁବର୍ଣ୍ଣପୁର: ଆଜି ସହରର କେନ୍ଦ୍ରୀୟ ବିଦ୍ୟାଳୟରେ ଏକ ଚିତ୍ରକଳା ପ୍ରତିଯୋଗୀତାର ଆୟୋଜନ କରାଯାଇଛି । ସହରର ପ୍ରାୟ ୧୦ ଗୋଟି ବିଦ୍ୟାଳୟର ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ନିଜକୁ ସାମିଲ କରିଛନ୍ତି । ଆଜି ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରକଳା ମାଧ୍ୟମରେ ନିଜ ସୃଜନଶୀଳ ଚିନ୍ତନର ପରିପ୍ରକାଶ
Read More...

ରାଜ୍ୟ କ୍ୟାବିନେଟ ନିଷ୍ପତ୍ତିକୁ ୪୮୮ବର୍ଗ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟାପକ କର୍ମଚାରୀ ସମନ୍ୱୟ ସମିତି ସ୍ୱାଗତ

ପୁରୀ : ରାଜ୍ୟ କ୍ୟାବିନେଟ ବୈଠକରେ ଘରୋଇ ମହାବିଦ୍ୟାଳୟର କର୍ମଚାରୀ ମାନଙ୍କ ପାଇଁ ସ୍ଥିରୀକୃତ ବେତନ ପଦ୍ଧତିକୁ ସ୍ୱାଗତ କରିଛି ୪୮୮ବର୍ଗ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟାପକ କର୍ମଚାରୀ ସମନ୍ୱୟ ସମିତି । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତିକୁ ଏକ ବଳିଷ୍ଠ ପଦକ୍ଷେପ ବୋଲି ଦର୍ଶାଇଛି ସଂଘ ।
Read More...

ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ନିର୍ବାଚନ ମଣ୍ଡଳୀର କରୋନେସନ ପଡିଆ ଠାରେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୬ତମ ପ୍ରତିଷ୍ଠା ଦିବସ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡି କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ
Read More...

ଆଥିଆଙ୍କ ହାତ ଧରିଲେ ରାହୁଲ, ସାମ୍ନାକୁ ଆସିଲା ବିବାହ ବେଳର ଫଟୋ

ଆଥିଆ ଶେଟ୍ଟୀ ଏବଂ କେ.ଏଲ୍‌ ରାହୁଲଙ୍କ ପାଇଁ ଆଜି ଏକ ବିଶେଷ ଦିନ, କାରଣ ଆଜି ଏହି ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହାକୁ ଉଭୟଙ୍କ ପ୍ରଶଂସକମାନେ ମଧ୍ୟ ବହୁତ ଖୁସିଥିବା ଜଣାପଡିଛି । ଏହି ଦମ୍ପତିଙ୍କ ପରିବାର ସଦସ୍ୟଙ୍କ ବ୍ୟତୀତ ଅନେକ ବଲିଉଡ ତାରକା ଏହି ବିବାହ ଉତ୍ସବରେ
Read More...

ଷଷ୍ଠ ମା ଭୈରବୀ ଫୁଟବଲ ପ୍ରତିଯୋଗିତା: ବଢିଗାଁ ସେମିଫାଇନାଲକୁ ଉନ୍ନୀତ

ବୌଦ୍ଧ/ଜହ୍ନ ।ପଙ୍କ,୨୩/୧:- ବୌଦ୍ଧ ବ୍ଳକ ବଢିଗାଁ ମା ଦୁର୍ଗା କ୍ଳବ ଆନୁକୂଲ୍ୟରେ ଷଷ୍ଠ ମା ଭୈରବୀ ଫୁଟବଲ ପ୍ରତିଯୋଗିତା ବଢ଼ିଗାଁ ଖେଳପଡିଆରେ ଆଜି ଚତୁର୍ଥ ଦିନର ମ୍ୟାଚ ବଢିଗାଁ ଓ ବିରିଗଡ଼ ମଧ୍ୟରେ ହୋଇଥିଲା । ଏଥିରେ ବଢିଗାଁ ୪-୦ ଗୋଲରେ ବିଜୟୀ ହୋଇ ଦ୍ୱିତୀୟ ଦଳ ଭାବେ ସେମି ଫାଇନାଲକୁ
Read More...