ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତାଧର୍ମୀ
ନାଟକ “ଆମେ କଣ୍ଢେଇ ନୋହୁଁ’ ପରିବେଷିତ
ଫୁଲବାଣୀ: କନ୍ଧମାଳ ମହୋତ୍ସବ ଅବସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଫୁଲବାଣୀ ତରଫରୁ ଏକ ବିଶେଷ ଷ୍ଟଲ୍ କରାଯାଇ ସାଧାରଣ ଜନତାଙ୍କ ମଧ୍ୟରେ ଆଇନ୍ ସଚେତନତା ପାଇଁ ପ୍ରୟାସ ଜାରି ରହିଛି । ଜିଲ୍ଲା ଜଜ ସତ୍ୟପୀର ମିଶ୍ର ଏହାର ଉଦଘାଟନ କରିଥିଲେ । ଜିଲ୍ଲା ଜଜଙ୍କ ସହିତ ଫୁଲବାଣୀର ସମସ୍ତ!-->…
Read More...
Read More...