ନିଖିଳ ଓଡ଼ିଶା ଆଶା କର୍ମୀ ସ଼ଂଘ ପାଟଣାଗଡ଼ ଶାଖ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ପାଟଣାଗଡ଼ : ନିଖିଳ ଓଡ଼ିଶା ଆଶା କର୍ମୀ ସ଼ଂଘ ପାଟଣାଗଡ଼ ଶାଖା ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ନେଇ ଏକ ୫ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଅଜିତ କୁମାର ମେହେରଙ୍କ ଜରିଆରେ ପ୍ରଦାନ କରିଛନ୍ତି ।…
Read More...

ଓଡିଶା ସୀମାନ୍ତ ରାସ୍ତା ନିର୍ମାଣକୁ ବିରୋଧ କଲା ଛତିଶଗଡ଼, ଦ୍ୱନ୍ଦ୍ୱରେ ଉଭୟ ରାଜ୍ୟ ପ୍ରଶାସନ

ସିନାପାଲି : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସୀମାନ୍ତ କୁସୁମଯୋର ପଂଚାୟତରେ ଏକ ରାସ୍ତା ନିର୍ମାଣକୁ ନେଇ ଉଭୟ ଓଡିଶା ଓ ଛତିଶଗଡ଼ ମଧ୍ୟରେ ପୁଣି ବିବାଦ ଦେଖା ଦେଇଛି । ଉଭୟ ପ୍ରଶାସନ ଏହି ରାସ୍ତାକୁ ନେଇ ଦ୍ୱନ୍ଦ୍ୱରେ ରହିଥିବା ବେଲେ ଆଜି ଛତିଶଗଡ଼ ଜନସାଧାରଣ ଏହାକୁ ତୀବ୍ର ବିରୋଧ…
Read More...

ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ହୋଲି ଉତ୍ସବ ପାଳନ

ସୁବର୍ଣ୍ଣପୁର : ପବିତ୍ର ହୋଲି ଅବସରରେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା ପକ୍ଷରୁ ଗତକାଲି ସ୍ଥାନୀୟ ପ୍ରଭାସ ଲଜ ସମ୍ମୁଖରେ ହୋଲି ଉତ୍ସବ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଯୋଗ ଦେଇ ମା ସୁରେଶ୍ୱରୀଙ୍କ ଫଟୋ ଚିତ୍ରରେ ପୂଜା ଅର୍ଚ୍ଚନା ସହ…
Read More...

ବାରିକୁମ୍ପାରେଠାରେ ଧୁମଧାମରେ ପାଳିତ ହେଲା ହୋଲି ପର୍ବ

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ୍‌ ଅନ୍ତର୍ଗତ ମା' ବରାଳ ଦେବି ମନ୍ଦିର ନିକଟସ୍ଥ ବଲସକୁମ୍ପା ପଞ୍ଚାୟତରେ ଥିବା ବାରୀକୁମ୍ପାଠାରେ ପାଳିତ ହେଇଯାଇଛି ଦୋଳ ଯାତ୍ରାର ହୋଲି ପର୍ବ । ଏହି ହୋଲି ପର୍ବଟି ୨୦୨୦ ରୁ ଦୁଇ ବର୍ଷ ହେଲା କରୋନା ମହାମାରୀ ପାଇଁ ବନ୍ଦ ହୋଇଥିଲା । ଏବର୍ଷ…
Read More...

ସୁବର୍ଣ୍ଣପୁରରେ ବିଶ୍ୱ ମହିଳା ଦିବସ ପାଳିତ

ସୁବର୍ଣ୍ଣପୁର :ଜିଲ୍ଲା ସଦର ମହକୁମା ବ୍ଲକ ଛକଠାରେ ଥିବା ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର କାର୍ଯ୍ୟାଳୟ ପରିସରରେ ସୁବର୍ଣ୍ଣା ଏବଂ ସୁବର୍ଣ୍ଣପୁର ଗାୟତ୍ରୀ ପରିବାରର ମିଳିତ ଆନୁକୂଲ୍ୟରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ସମାରୋହରେ ହୋଲିକା ଦହନ ସହ ଦୀପ ମହାଯଜ୍ଞର ଆୟୋଜନ…
Read More...

ଆନ୍ଧ୍ରରେ ୫ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ,ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ ଶ୍ରମିକଙ୍କ ନିବେଦନ

ନୂଆପଡ଼ା : ଆନ୍ଧ୍ର ପ୍ରଦେଶରେ ବନ୍ଧା ପଡ଼ିଛନ୍ତି ୫ଦାଦନ ଶ୍ରମିକ । ସେମାନେ ସମସ୍ତେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ତଲାକୋଟ ଗାଁର । ସେମାନେ ହେଲେ ଲଚମନି ମାଝି, ଝଳସାଏ ମାଝି, କମଳ ମାଝି, ରମେଶ ଚିନ୍ଦା ଓ ଲକ୍ଷ୍ମୀ ମାଝି । ସେମାନଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ଯୁବତୀ ଓ ୨ଯୁବକ ।…
Read More...

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ଭଙ୍ଗା ଦଦରା ଘରେ ଭବିଷ୍ୟତ ଗଢୁଛନ୍ତି ଦେଶର ଭବିଷ୍ୟତ

ବାଲିଗୁଡ଼ା: ଭଙ୍ଗା ଦଦରା ଘରେ ଚାଲିଛି ଶିକ୍ଷା ଦାନ । ବିପଦ ସଂକୁଳ ଅବସ୍ଥାରେ ଗଢ଼ାଚାଲିଛି କୋମଳମତି ପିଲାଙ୍କ ଭବିଷ୍ୟତ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍‌ ଅନ୍ତର୍ଗତ ଓରା ପଞ୍ଚାୟତର ଆଡାରି ପ୍ରାଥମିକ ବିଦ୍ୟାଳୟରେ । ଶିକ୍ଷାକୁ ଗୁରୁତ୍ୱ ଦେଇ ମାଗଣାରେ…
Read More...

ଆକାଂକ୍ଷା ମହିଳା ସଂଗଠନ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିର ଅଗ୍ରଣୀ ମହିଳା ସଂଗଠନ ‘ଆକାଂକ୍ଷା’ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ସଂଗଠନର ସଭାନେତ୍ରୀ ଶ୍ରିମତି ଆଶାଲତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା…
Read More...

ପଦ୍ମଶ୍ରୀ ଡା. ପ୍ରଫୁଲ୍ଲ ଜେନାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ପୁରୀ: ବିଶିଷ୍ଟ ବୈଜ୍ଞାନିକ ପଦ୍ମଶ୍ରୀ ପ୍ରଫେସର ଡା. ପ୍ରଫୁଲ୍ଲ କୁମାର ଜେନାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ ସ୍ୱର୍ଗଦ୍ୱାରଠାରେ କରାଯାଇଛି । ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସ୍ୱର୍ଗଦ୍ୱାରରେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ…
Read More...

ଶ୍ରୀମନ୍ଦିରରେ ଦୋଳ ଉତ୍ସବ ପାଳିତ

ପୁରୀ : ଶ୍ରୀକ୍ଷେତ୍ରରେ ପବିତ୍ର ଦୋଳପୂର୍ଣ୍ଣିମାରେ ମହାପ୍ରଭୁ ଭକ୍ତଙ୍କ ସହ ଫଗୁ ଓ ଅବୀର ଖେଳିଛନ୍ତି । ଦୋଳପୁର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇପଡିଥିଲା ଶ୍ରୀକ୍ଷେତ୍ର । ଦୋଳବେଦୀରେ ଦୋଳଠାକୁର ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କ ସମସ୍ତ ରୀତି, ନୀତି ସଂପନ୍ନ ହୋଇଛି । ସେପଟେ…
Read More...