ବାଣିଗୋଛା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଦାୟ ଉତ୍ସବ
ଦଶପଲ୍ଲା : ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ବାଣିଗୋଛା ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ବିଦାୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଥମବର୍ଷର ଛାତ୍ରଛାତ୍ରୀ ମାନେ +୨ ଦ୍ୱିତୀୟ ବର୍ଷର ଭାଇଭଉଣୀମାନଙ୍କୁ ଖୁବ୍ ଖୁସି ଓ ସମ୍ମାନର ସହ ବିଦାୟ ଦେବା!-->…
Read More...
Read More...