ଜୁନାଗଡ଼ଠାରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

ଭବାନୀପାଟଣା: ଆଜି ଜୁନାଗଡ ସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ.ଜିଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ ପଟେଲ, ଉପ ଜିଲ୍ଲାପାଳ
Read More...

ପୂର୍ବତନ ଯାଜପୁର ସାଂସଦ ମୋହନ ଜେନାଙ୍କ ଦେହାନ୍ତ

ଚଣ୍ଡିଖୋଲ : ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ସୋମବାର ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ଗତ କିଛି ବର୍ଷ ହେବ ତାଙ୍କର ୨ଟି କିଡନୀ ସଂକ୍ରମଣ ହେବାରୁ ସେ ଅସୁସ୍ଥ ହୋଇ ଚିକିତ୍ସତ ହୋଇ ଆସୁଥିଲେ । ଗତ କିଛି ଦିନ ତଳେ ଚଣ୍ଡିଖୋଲ ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ
Read More...

ଖପ୍ରାଖୋଲ ତହସିଲଦାରଙ୍କ ଜୁରିଆ ଧାନ ମଣ୍ଡି ପରିଦର୍ଶନ, ଚାଷୀଙ୍କ ସହ କଲେ ଆଲୋଚନା

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ୍‌ ଲୁହସିଂହା ପ୍ରାଥମିକ କୃଷି ସମବାୟ ସମିତି ଦ୍ୱାରା ପରିଚାଳିତ ଜୁରିଆ ଧାନ ମଣ୍ଡି ପରିଦର୍ଶନ କରିଛନ୍ତି ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର । ଏହି ଅବସରରେରେ ମଣ୍ଡି ବୁଲି ଦେଖିବା ସହ ଚାଷୀଙ୍କ ସହ ଧାନ ବିକ୍ରି ବଟା ସମ୍ପର୍କରେ ପଚାରି ବୁଝିଥିଲେ ।
Read More...

ମା’ ମହାମାୟୀଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଟାକରାଠାରେ ମା ’ ମହାମାୟୀଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ବହୁ ଆଡମ୍ବର ସହିତ ଗତକାଲିଠାରୁ ଆରମ୍ଭ ହୋଇଛି । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ମା ମହାମାୟୀ ମନ୍ଦିର ପୂଜା କମିଟି
Read More...

ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଭୂପେନ୍ଦ୍ର ପଟେଲ୍‌

ଗାନ୍ଧୀନଗର: ଆଜି ଅପରାହ୍ଣରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ୍‌ ଗୁଜରାଟୀ ଭାଷାରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହା ହେଉଛି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ୍‌ଙ୍କର ଦ୍ବିତୀୟ
Read More...

ଶ୍ରୀ ସତ୍ୟସାଇ ଦତ୍ତାତ୍ରେୟ ମନ୍ଦିରର ବାର୍ଷିକ ଉତ୍ସବରେ ୬୮ ୟୁନିଟ ରକ୍ତ ସଂଗ୍ରହ

ସମ୍ବଲପୁର: ସମ୍ବଲପୁରର ସାରସ୍ୱତ କଲୋନୀରେ ଥିବା ଶ୍ରୀ ସତ୍ୟ ସାଇ ଦତ୍ତାତ୍ରେୟ ମନ୍ଦିରର ବାର୍ଷିକ ଉତ୍ସବ ଅବସରରେ ତିନିଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାରସ୍ୱତ କଲୋନୀରେ ସତ୍ୟ ସାଇ ଦତ୍ତାତ୍ରେୟ ମନ୍ଦିର ବାର୍ଷିକ ଉତ୍ସବ ଅବସରରେ ଶୁକ୍ରବାର ଶ୍ରମଦାନ, ଶନିବାର
Read More...

ହାଇକୋର୍ଟ ବେଞ୍ଚ ଆନ୍ଦୋଳନକୁ ଅଭୂତପୂର୍ବ ଜନ ସମର୍ଥନ

ସମ୍ବଲପୁର: ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆହ୍ୱାନ କ୍ରମେ ଆଜି ଆୟୋଜିତ ସତ୍ୟାଗ୍ରହକୁ ସମର୍ଥନ ଜଣାଇ ଏଠାରେ ବିପୁଳ ଜନ ସମାଗମ ଦେଖିବାକୁ ମିଳିଥିଲା । ଏକ ଆକଳନ ଅନୁସାରେ ଏଥିରେ ଆଜି ୧୮୦ଟି ସାମାଜିକ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିବାରୁ
Read More...

କଟନୀ ଛଟନୀକୁ ବିରୋଧ, ବଲାଙ୍ଗୀର-ସୋନପୁର ରାସ୍ତା ଅବରୋଧ କଲେ ଚାଷୀ

ବଲାଙ୍ଗୀର : ଧାନମଣ୍ଡିରେ କଟନୀ ଛଟନୀକୁ ବିରୋଧ କରି ପୁଇଁତଲା ବ୍ଳକ ଚାଷୀମାନେ ବଲାଙ୍ଗୀର-ସୋନପୁର ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି । ଏନ୍‌ଏଚ ୫୭ ମଲମୁଣ୍ଡା ଠାରେ ଶହ ଶହ ଚାଷୀ ରାସ୍ତା ଉପରେ ବସି ମଣ୍ଡିମାନଙ୍କରେ କଟନୀ ବନ୍ଦ ଦାବୀ କରିଛନ୍ତି । ରାସ୍ତାର ଉଭୟ ପାର୍ଶ୍ୱରେ ଯାନ
Read More...

ବାଲିଗୁଡ଼ା ଜିଲ୍ଲା ଦାବୀ ନେଇ ତୁମୁଡିବନ୍ଧ ବ୍ଲକରେ ପ୍ରାଥମିକ ବୈଠକ

ବାଲିଗୁଡା: କନ୍ଧମାଳ ଜିଲ୍ଲାଠାରୁ ବିଭକ୍ତ ହୋଇ ବାଲିଗୁଡ଼ା ଉପଖଣ୍ଡକୁ ପୃଥକ ଜିଲ୍ଲା ଗଠନ ଦାବୀ ନେଇ ତୁମୁଡିବନ୍ଧ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପ୍ରାଙ୍ଗଣରେ ରବିବାର ଦିନ ଅପରାହ୍ନରେ ବାଲିଗୁଡ଼ା ଅଞ୍ଚଳର ଆବାହକ କମିଟି ଓ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଏକ ପ୍ରାଥମିକ ବୈଠକ
Read More...

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଜାମିନ

ମୁମ୍ବାଇ : କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ଦାଖଲ ହୋଇଥିବା ଦୁର୍ନୀତି ମାମଲାରେ ସୋମବାର ବମ୍ବେ ହାଇକୋର୍ଟ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଡିସେମ୍ବର ୮ରେ ଫଇସଲା ସଂରକ୍ଷଣ କରିବା ପରେ ଜଷ୍ଟିସ ଏମଏସ କର୍ନିକ ଏହି ରାୟ
Read More...