ଆସନ୍ତାକାଲି ଦିନ ୧ଟା ପରେ ରାଜ୍ୟର ସମସ୍ତ ସ୍କୁଲ୍ ଛୁଟି
ଭୁବନେଶ୍ୱର : ଆସନ୍ତାକାଲି ଦିନ ଗୋଟାଏ ପରେ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବୁଧବାର ପୁରୁଷ ହକି ବିଶ୍ୱକପ୍ ୨୦୨୩ର ଉଦଘାଟନି ସମୋରୋହ ହେବାକୁ ଥିବାରୁ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ସୂଚନାଥାଉକି,!-->!-->!-->…
Read More...
Read More...