ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ
ପୁରୀ : ଆଜି ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ ହୋଇଛି । ସକାଳ ୬ ଟାରୁ ଇରାୱାଡି ଡ଼ଲଫିନ ଗଣନା ଆରମ୍ଭ ହୋଇଛି । ଚିଲିକାର ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନରେ ୧୦ ଟିମ ଏବଂ ସାତପଡାରେ ୮ ଟିମ ଡଲଫିନ୍ ଗଣନା ପାଇଁ ନିୟୋଜିତ ହୋଇଛନ୍ତି । ପ୍ରତ୍ୟେକଟି ଟିମରେ ୫ ଜଣ ସଦସ୍ୟ ରହିଛନ୍ତି । ୨ଟି!-->…
Read More...
Read More...