ବେଲଘରରେ ହାତୀ ଆତଙ୍କ,ହାତୀ ଘଉଡ଼ାଇବାକୁ ବନ ବିଭାଗର ପ୍ରୟାସ ଜାରି
ବାଲିଗୁଡ଼ା: କନ୍ଧମାଳରେ ହାତୀ ଆତଙ୍କ । ୫୦ଟିକିଆ ହାତିପଲ ଗାଁ ନିକଟ ଜଙ୍ଗଲରେ ଚଳ ପ୍ରଚଳ କରୁଥିବା ବେଳେ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । କନ୍ଧମାଳ ଜିଲ୍ଲା ବେଲଘର ବନାଞ୍ଚଳ ଅନ୍ତର୍ଗତ କନ୍ଧମାଳ-କଳାହାଣ୍ଡି ସିମାନ୍ତ ଝିରିପାଣି,ଭଣ୍ଡରଙ୍ଗି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା!-->…
Read More...
Read More...